ଆଜି ଗୁରୁ ଦିବସ, ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ

ଭୁବନେଶ୍ୱର: ଆଜି ଗୁରୁ ଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ଜଣେ ମହାନ୍ ଦାର୍ଶନିକ ତଥା ଶିକ୍ଷାବିତ୍ ଭାବେ ସେ ଥିଲେ ଜଣାଶୁଣା। ଦେଶବ୍ୟାପି ଆଜି ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ଆଜିର ଦିନରେ ଏହି ମହାନ ଶିକ୍ଷକଙ୍କୁ ମନେ ପକାଉଛି ସାରା ଦେଶ।

Sarvepalli-Radhakrishnan

Rakesh Mallick
  • Published: Saturday, 05 September 2015
  • , Updated: 05 September 2015, 02:25 AM IST

Related story