ଆଜି ଖୋଲା ରହିବ ପୋଷ୍ଟ୍‌ ଅଫିସ

ଭୁବନେଶ୍ୱର: ଆଜି ରାଜ୍ୟର ସମସ୍ତ ମୁଖ୍ୟ ଓ ଉପ ଡାକଘର ଖୋଲା ରହିବ। ୫୦୦ ଓ ୧୦୦୦ ଟଙ୍କା ନୋଟ୍ ଅଚଳ ହୋଇଯିବା ପରେ ଉପୁଜିଥିବା ସ୍ଥିତିର ମୁକାବିଲା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଟଙ୍କା ଦେଣନେଣରେ ଲୋକଙ୍କ ସୁବିଧା ପାଇଁ ଛୁଟି ବାତିଲ କରାଯାଇଛି।

post

Rakesh Mallick
  • Published: Monday, 14 November 2016
  • , Updated: 14 November 2016, 08:01 AM IST

Related story