ଆଜି ନନ୍ଦୋତ୍ସବ; ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର/ପୁରୀ: ସାରା ରାଜ୍ୟରେ ଧୁମଧାମରେ ଗତକାଲି ଜନ୍ମାଷ୍ଟମୀ ପାଳିତ ହୋଇଥିବା ବେଳେ ଆଜି ପାଳନ କରାଯାଉଛି ନନ୍ଦୋତ୍ସବ। ଶ୍ରୀକୃଷ୍ଣଙ୍କୁ ବସୁଦେବ ନନ୍ଦଙ୍କ ଘରେ ଛାଡ଼ି ଆସିବା ପରେ ଉତ୍ସବ ମୁଖର ହୋଇଉଠିଥିଲା ଗୋପପୁରର। ଏହି ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ ନନ୍ଦୋତ୍ସବ। ବିଭିନ୍ନ ସ୍ଥାନରେ କୃଷ୍ଣ ବଳରାମ, ନନ୍ଦ ଯଶୋଦା ବେଶରେ ନଗର ପରିକ୍ରମା କରିବାର ପରମ୍ପରା ମଧ୍ୟ ରହିଛି। ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ଆରାଧନା ସହିତ ବେଦପାଠ, ଜ୍ଞାନଯଜ୍ଞ, ଭଗବତ ପ୍ରବଚନ ଅନୁଷ୍ଠିତ ହେଉଛି। କୁନି କୁନି ପିଲାମାନେ ମଧ୍ୟ […]

nandostoba

nandostoba

Rakesh Mallick
  • Published: Sunday, 06 September 2015
  • Updated: 06 September 2015, 02:24 AM IST

Sports

Latest News

ଭୁବନେଶ୍ୱର/ପୁରୀ: ସାରା ରାଜ୍ୟରେ ଧୁମଧାମରେ ଗତକାଲି ଜନ୍ମାଷ୍ଟମୀ ପାଳିତ ହୋଇଥିବା ବେଳେ ଆଜି ପାଳନ କରାଯାଉଛି ନନ୍ଦୋତ୍ସବ। ଶ୍ରୀକୃଷ୍ଣଙ୍କୁ ବସୁଦେବ ନନ୍ଦଙ୍କ ଘରେ ଛାଡ଼ି ଆସିବା ପରେ ଉତ୍ସବ ମୁଖର ହୋଇଉଠିଥିଲା ଗୋପପୁରର। ଏହି ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ ନନ୍ଦୋତ୍ସବ। ବିଭିନ୍ନ ସ୍ଥାନରେ କୃଷ୍ଣ ବଳରାମ, ନନ୍ଦ ଯଶୋଦା ବେଶରେ ନଗର ପରିକ୍ରମା କରିବାର ପରମ୍ପରା ମଧ୍ୟ ରହିଛି। ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ଆରାଧନା ସହିତ ବେଦପାଠ, ଜ୍ଞାନଯଜ୍ଞ, ଭଗବତ ପ୍ରବଚନ ଅନୁଷ୍ଠିତ ହେଉଛି। କୁନି କୁନି ପିଲାମାନେ ମଧ୍ୟ ରାଧାକୃଷ୍ଣଙ୍କ ବେଶ ସଜେଇ ହୋଇଥା’ନ୍ତି। ନନ୍ଦ ଉତ୍ସବ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ସକାଳୁ ସକାଳୁ ମଙ୍ଗଳାଳତୀ ପରେ ରାମକୃଷ୍ଣଙ୍କୁ ଜଗମୋହନ ଦୋଳିରେ ବିଜେ କରାଯାଇଛି। ମଧ୍ୟାହ୍ନ ଧୂପପରେ ମଦନ ମୋହନ, ରାମକୃଷ୍ଣ ରତ୍ନସିଂହାସନକୁ ବିଜେ କରିଥା’ନ୍ତି। ଶ୍ରୀ ଜଗନ୍ନାଥଙ୍କ ବାଡରୁ ଆଜ୍ଞାମାଳ ପାଇବା ପରେ  ଲକ୍ଷ୍ମୀ ମନ୍ଦିରକୁ ବିଜେ କରିଥାନ୍ତି। ସେଠାରେ କ୍ଷୀର ଦୁହାଁ ନୀତି କରାଯାଇଥାଏ। ସନ୍ଧ୍ୟାଧୂପ ପରେ ଦୁର୍ଗାଦେବୀ ଆଜ୍ଞାମାଳ ପାଇ ଗରୁଡ ନିକଟକୁ ବିଜେ କରିବେ ବିଜୁଳି କନ୍ୟା ପ୍ରସ୍ତାବ ନୀତି ସମାପନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story