ଓଜେଇଇ ପରୀକ୍ଷା ଫଳ ପ୍ରକାଶିତ, ଆସନ୍ତା ଜୁନ ୧୬ରୁ ହେବ କାଉନସେଲିଂ

ଭୁବନେଶ୍ୱର: ଗୁରୁବାର ପ୍ରକାଶ ପାଇଛି ଓଜେଇଇ ପରୀକ୍ଷା ଫଳ। ଆଜି ଦିନ ସାଢେ଼ ୧୧ଟାବେଳେ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ମନ୍ତ୍ରୀ ଫଳ ଘୋଷଣା କରିଥିଲେ। ୪୬ ହଜାର ୧୬୬ଜଣଙ୍କର ରାଙ୍କ ପ୍ରକାଶ ପାଇଛି। ସହ ପରୀକ୍ଷା ଫଳ ଓଜେଇଇର ନିଜସ୍ୱ ୱେବସାଇଟରେ ମଧ୍ୟ ଉପଲବ୍ଧ ହୋଇଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଆସନ୍ତା ଜୁନ ୧୬ ତାରିଖରେ କାଉନସେଲିଂ ହେବ।ବି ଫାର୍ମାରେ ବିଜୟ କୃଷ୍ଣ ଦାସ ଓଭର ଅଲ ଟପ୍ପର ହୋଇଥିଲାବେଳେ ସବିତା […]

engg

engg

Rakesh Mallick
  • Published: Thursday, 04 June 2015
  • Updated: 04 June 2015, 06:30 AM IST

ଭୁବନେଶ୍ୱର: ଗୁରୁବାର ପ୍ରକାଶ ପାଇଛି ଓଜେଇଇ ପରୀକ୍ଷା ଫଳ। ଆଜି ଦିନ ସାଢେ଼ ୧୧ଟାବେଳେ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ମନ୍ତ୍ରୀ ଫଳ ଘୋଷଣା କରିଥିଲେ। ୪୬ ହଜାର ୧୬୬ଜଣଙ୍କର ରାଙ୍କ ପ୍ରକାଶ ପାଇଛି। ସହ ପରୀକ୍ଷା ଫଳ ଓଜେଇଇର ନିଜସ୍ୱ ୱେବସାଇଟରେ ମଧ୍ୟ ଉପଲବ୍ଧ ହୋଇଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଆସନ୍ତା ଜୁନ ୧୬ ତାରିଖରେ କାଉନସେଲିଂ ହେବ।ବି ଫାର୍ମାରେ ବିଜୟ କୃଷ୍ଣ ଦାସ ଓଭର ଅଲ ଟପ୍ପର ହୋଇଥିଲାବେଳେ ସବିତା ବେହେରା ମହିଳାବର୍ଗରେ ଟପ୍ପର ହୋଇଛନ୍ତି। ଏମସିଏରେ ବିଚିତ୍ର ପ୍ରଧାନ ଓଭରଅଲ ଟପ୍ପର ହୋଇଥିଲାବେଳେ ମହିଳାବର୍ଗରେ ସୋନମ୍ ପଣ୍ଡା ଟପ୍ପର ହୋଇଛନ୍ତି। ଏମବିଏରେ ଓଭରଅଲ ଟପ୍ପର କାମାକ୍ଷାପ୍ରସାଦ ଜେନା ଓ ମହିଳାବର୍ଗରେ ସ୍ୱାତୀସଲିଳା ଦାସ,ଏମ.ଫାର୍ମା ଓଭରଅଲ ଟପ୍ପର କ୍ଷୀରୋଦ ବିହାରୀ ସାଥୁଆ ହୋଇଛନ୍ତି। ଏମ.ଟେକ୍ ଓଭରଅଲ ଟପ୍ପର ହୋଇଛନ୍ତି ଲମ୍ବୋଧର ସାମଲ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ୧୦ ତାରିଖ ଦିନ ରାଜ୍ୟରେ ମେଡିକାଲ ଓ ଇଞ୍ଜିନିୟରିଂ,ଏମବିଏ, ଏମସିଏ, ବି ଫ।ର୍ମା, ଏମ୍ ଫ।ର୍ମା ଓ ଲାଟେରାଲ ଏଣ୍ଟ୍ରି ପାଇଁ ପରୀକ୍ଷା ହୋଇଥିଲା। ରାଜ୍ୟରେ ପ୍ରାୟ ୪୪ ହଜାର ୫ଶହ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ଏଥିପାଇଁ ଓଜେଇଇ ସେଲ ପକ୍ଷରୁ ୧୯ଟି ସହରରେ ୭୮ଟି କେନ୍ଦ୍ର କରା ଯାଇଥିଲା। ୩ଟି ପର୍ଯ୍ୟାୟରେ ଏହି ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରିଚାଳନା ପାଇଁ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story