ଶ୍ରାବଣ ଦ୍ୱିତୀୟ ସୋମବାର, ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ମହାଦେବଙ୍କୁ ଜଳଲାଗି ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଗୁଡିକରେ କାଉଡିଆଙ୍କ ଭିଡ଼ ଜମିଛି। ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ହଜାର ହଜାର କାଉଡ଼ିଆ ଜଳାଭିଷେକ କରିଛନ୍ତି। ବୁଢ଼ାବଳଙ୍ଗ ନଦୀରୁ ପାଣି ନେଇ  ମହାଦେବଙ୍କୁ ଅର୍ପଣ କରିଛନ୍ତି। ସେହିପରି ଲିଙ୍ଗରାଜ, ଲୋକନାଥ, ଆଖଣ୍ଡଳମଣି ବାବା, ଧବଳେଶ୍ୱର, କପିଳାସ ଓ ଗୁପ୍ତେଶ୍ୱର ଆଦି ପ୍ରମୁଖ ଶୈବପୀଠରେ କାଉଡିଆମାନେ ଗତକାଲି ବିଳମ୍ୱିତ ରାତିରୁ ଜଳାଭିଷେକ କରିଛନ୍ତି।

bolbom

Rakesh Mallick
  • Published: Monday, 01 August 2016
  • , Updated: 01 August 2016, 09:42 AM IST

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ମହାଦେବଙ୍କୁ ଜଳଲାଗି ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଗୁଡିକରେ କାଉଡିଆଙ୍କ ଭିଡ଼ ଜମିଛି। ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ହଜାର ହଜାର କାଉଡ଼ିଆ ଜଳାଭିଷେକ କରିଛନ୍ତି। ବୁଢ଼ାବଳଙ୍ଗ ନଦୀରୁ ପାଣି ନେଇ  ମହାଦେବଙ୍କୁ ଅର୍ପଣ କରିଛନ୍ତି।

ସେହିପରି ଲିଙ୍ଗରାଜ, ଲୋକନାଥ, ଆଖଣ୍ଡଳମଣି ବାବା, ଧବଳେଶ୍ୱର, କପିଳାସ ଓ ଗୁପ୍ତେଶ୍ୱର ଆଦି ପ୍ରମୁଖ ଶୈବପୀଠରେ କାଉଡିଆମାନେ ଗତକାଲି ବିଳମ୍ୱିତ ରାତିରୁ ଜଳାଭିଷେକ କରିଛନ୍ତି।

Related story