ଆଜି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ହାଜର ହେବେ ୧୦ ମହାରଣା ସେବାୟତ

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ଗୁରୁବାର ୧୦ ମହାରଣା ସେବାୟତ ହାଜର ହେବେ । ବିଗ୍ରହ ନିର୍ମାଣରେ କାହିଁକି ବିଳମ୍ୱ ହେଲା ସେ ନେଇ ମହାରଣା ସେବାୟତମାନେ ଉତ୍ତର ରଖିବେ । ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ ମହାପାତ୍ର, ତାଳଧ୍ୱଜ ରଥ ମୁଖ୍ୟ ମହାରଣା ନରସିଂହ ମହାପାତ୍ର, ଦେବଦଳନ ରଥର ମୁଖ୍ୟ ମହାରଣା କୃଷ୍ଣ ମହାରଣା ପ୍ରମୁଖ । ଏଥିସହ ଅନ୍ୟ ୭ଜଣ ମହାରଣା ମଧ୍ୟ ମୁଖ୍ୟ ପ୍ରଶାସକଙ୍କ ନିକଟରେ ହାଜର ହୋଇ ସେମାନଙ୍କ […]

maharana

Rakesh Mallick
  • Published: Thursday, 25 June 2015
  • , Updated: 25 June 2015, 05:50 AM IST

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ଗୁରୁବାର ୧୦ ମହାରଣା ସେବାୟତ ହାଜର ହେବେ । ବିଗ୍ରହ ନିର୍ମାଣରେ କାହିଁକି ବିଳମ୍ୱ ହେଲା ସେ ନେଇ ମହାରଣା ସେବାୟତମାନେ ଉତ୍ତର ରଖିବେ । ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ ମହାପାତ୍ର, ତାଳଧ୍ୱଜ ରଥ ମୁଖ୍ୟ ମହାରଣା ନରସିଂହ ମହାପାତ୍ର, ଦେବଦଳନ ରଥର ମୁଖ୍ୟ ମହାରଣା କୃଷ୍ଣ ମହାରଣା ପ୍ରମୁଖ । ଏଥିସହ ଅନ୍ୟ ୭ଜଣ ମହାରଣା ମଧ୍ୟ ମୁଖ୍ୟ ପ୍ରଶାସକଙ୍କ ନିକଟରେ ହାଜର ହୋଇ ସେମାନଙ୍କ ପକ୍ଷ ରଖିବେ ।

Related story