ଆଜି ଶ୍ରୀଜୀଉଙ୍କ ଘଣା ଲାଗି ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହେବ। ଅଣସର ପିଣ୍ଡିରେ ଏହା ଶ୍ରୀଜୀଉଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ନୀତି। ରଥଯାତ୍ରାରେ ଯିବାବେଳେ ଯେପରି ମହାପ୍ରଭୁଙ୍କ ଶରୀରକୁ କୌଣସି ବାଧା ନଆସେ ସେଥିପାଇଁ ଏହି ନୀତି କରାଯାଏ ବୋଲି ପତିମହାପାତ୍ର ସେବାୟତ କହିଛନ୍ତି। ଏହା ପରେ ବନକଲାଗି ନୀତି ଅନୁଷ୍ଠିତ ହେବ।

Jagannath

Rakesh Mallick
  • Published: Tuesday, 14 July 2015
  • , Updated: 14 July 2015, 02:23 AM IST

Related story