ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବାହ୍ନ ୧୧ଟାରେ ଆରମ୍ବେଭ ହୋଇଛି । କ୍ୟାବିନେଟ୍ ବୈଠକରେ ସାଧାରଣ ପ୍ରଶାସନ, ଗୃହ ଓ ଅର୍ଥ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁସାରେ ଅନ୍ତର୍ଜାତୀୟ ବିମାନର ଇନ୍ଧନରେ ଭାଟ୍ ଛାଡ଼ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିପାରେ। ଭୁବନେଶ୍ୱରରୁ କିମ୍ୱା ଭୁବନେଶ୍ୱର ଦେଇ ଯିବାକୁ ଥିବା ସବୁ ଇଣ୍ଟରନ୍ୟାଶନାଲ ଫ୍ଲ।ଇଟ୍ର ଇନ୍ଧନରୁ ୫ ପ୍ରତିଶତ ଭାଟ୍ ଛାଡ଼ ପାଇଁ ନିଷ୍ପତ୍ତି ନିଆଯିବାର […]

Odisha

Odisha

Rakesh Mallick
  • Published: Thursday, 11 June 2015
  • Updated: 11 June 2015, 05:37 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବାହ୍ନ ୧୧ଟାରେ ଆରମ୍ବେଭ ହୋଇଛି । କ୍ୟାବିନେଟ୍ ବୈଠକରେ ସାଧାରଣ ପ୍ରଶାସନ, ଗୃହ ଓ ଅର୍ଥ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁସାରେ ଅନ୍ତର୍ଜାତୀୟ ବିମାନର ଇନ୍ଧନରେ ଭାଟ୍ ଛାଡ଼ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିପାରେ। ଭୁବନେଶ୍ୱରରୁ କିମ୍ୱା ଭୁବନେଶ୍ୱର ଦେଇ ଯିବାକୁ ଥିବା ସବୁ ଇଣ୍ଟରନ୍ୟାଶନାଲ ଫ୍ଲ।ଇଟ୍ର ଇନ୍ଧନରୁ ୫ ପ୍ରତିଶତ ଭାଟ୍ ଛାଡ଼ ପାଇଁ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। କ୍ୟାବିନେଟ୍ ବୈଠକ ସାରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯିବେ । ୫ଦିନିଆ ଦିଲ୍ଲୀ ଗସ୍ତ ସାରି ଆସନ୍ତା ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବା କାର୍ଯ୍ୟକ୍ରମ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story