ଆଜିଠାରୁ ମେଡିକାଲ ନାମଲେଖା

ଭୁବନେଶ୍ୱର: ଆଜିଠାରୁ ମେଡିକାଲ୍ ନାମଲେଖା ଆରମ୍ଭ ହେବ । ଭୁବନେଶ୍ୱର ଗଣ୍ଡମୁଣ୍ଡା ଜେଇଇ ସେଲରେ ପ୍ରଥମ ୪ଦିନ ଏମବିବିଏସ ଓ ଶେଷ ଦିନରେ ବିଡିଏସ୍ ପାଠ୍ୟକ୍ରମ ଲାଗି ନାମଲେଖା କରାଯିବ । ଆଜି ବୁର୍ଲା ଭିଏସ୍ଏସ୍ ମେଡିକାଲ କଲେଜ ପାଇଁ ଛାତ୍ରଛାତ୍ରୀ ନାମ ଲେଖାଇବେ। ସେହିପରି ୮ତାରିଖରେ ଏମକେସିଜି, ୯ତାରିଖରେ ଏସସିବି, ଓ ୧୦ତାରିଖରେ ଭୁବନେଶ୍ୱର ହାଇଟେକ୍ ମେଡିକାଲ୍ କଲେଜ ସିଟ୍ ପାଇଁ ନାମଲେଖା ହେବ। ଶେଷ ଦିନରେ ଏସସିବି ଓ ଭୁବନେଶ୍ୱର ହାଇଟେକ୍ ବିଡିଏସ୍ ସିଟରେ […]

medical student

medical student

Rakesh Mallick
  • Published: Monday, 07 September 2015
  • Updated: 07 September 2015, 03:28 AM IST

ଭୁବନେଶ୍ୱର: ଆଜିଠାରୁ ମେଡିକାଲ୍ ନାମଲେଖା ଆରମ୍ଭ ହେବ । ଭୁବନେଶ୍ୱର ଗଣ୍ଡମୁଣ୍ଡା ଜେଇଇ ସେଲରେ ପ୍ରଥମ ୪ଦିନ ଏମବିବିଏସ ଓ ଶେଷ ଦିନରେ ବିଡିଏସ୍ ପାଠ୍ୟକ୍ରମ ଲାଗି ନାମଲେଖା କରାଯିବ । ଆଜି ବୁର୍ଲା ଭିଏସ୍ଏସ୍ ମେଡିକାଲ କଲେଜ ପାଇଁ ଛାତ୍ରଛାତ୍ରୀ ନାମ ଲେଖାଇବେ। ସେହିପରି ୮ତାରିଖରେ ଏମକେସିଜି, ୯ତାରିଖରେ ଏସସିବି, ଓ ୧୦ତାରିଖରେ ଭୁବନେଶ୍ୱର ହାଇଟେକ୍ ମେଡିକାଲ୍ କଲେଜ ସିଟ୍ ପାଇଁ ନାମଲେଖା ହେବ। ଶେଷ ଦିନରେ ଏସସିବି ଓ ଭୁବନେଶ୍ୱର ହାଇଟେକ୍ ବିଡିଏସ୍ ସିଟରେ ନାମଲେଖା ହେବ। ୧୧ତାରିଖରେ ନାମଲେଖା ଅନୁଷ୍ଠିତ ହେବା ପରେ ୧୨ତାରିଖରେ ଖାଲି ସିଟ୍ ତାଲିକା ପ୍ରକାଶ କରାଯିବ। ଏହାପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ନାମଲେଖା ହେବ। ସେପ୍ଟେମ୍ୱର ୨୯ତାରିଖରେ ଖାଲି ସିଟ୍ ଲାଗି ସ୍ପଟ୍ ଆଡମିସନ୍ କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story