ଆଜିଠାରୁ ଖୋଲିଲା ଭିତରକନିକା ଅଭୟାରଣ୍ୟ

କେନ୍ଦ୍ରାପଡ଼ା: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି। କୁମ୍ଭୀର ପ୍ରଜନନ ପାଇଁ ମେ’ ୧ ତାରିଖରୁ ଏହା ବନ୍ଦ ଥିଲା। ଭିନ୍ନକ୍ଷମ ପର୍ଯ୍ୟଟକଙ୍କ ଲାଗି ଚଳିତବର୍ଷ ବ୍ୟାଟେରୀ ଚାଳିତ ୩ଟି ଗାଡ଼ିର ବ୍ୟବସ୍ଥା କରାଯାଇଛି। ଡାଙ୍ଗମାଳ ଓ ହବାଳୀଖଟିରେ ରହିବା ଲାଗି ଉନ୍ନତ ଧରଣର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସାମାନ୍ୟ ଶୁଳ୍କ ବୃଦ୍ଧି କରାଯାଇଛି ବୋଲି ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି।

kendrapada

Rakesh Mallick
  • Published: Monday, 01 August 2016
  • , Updated: 01 August 2016, 10:02 AM IST

କେନ୍ଦ୍ରାପଡ଼ା: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି। କୁମ୍ଭୀର ପ୍ରଜନନ ପାଇଁ ମେ’ ୧ ତାରିଖରୁ ଏହା ବନ୍ଦ ଥିଲା। ଭିନ୍ନକ୍ଷମ ପର୍ଯ୍ୟଟକଙ୍କ ଲାଗି ଚଳିତବର୍ଷ ବ୍ୟାଟେରୀ ଚାଳିତ ୩ଟି ଗାଡ଼ିର ବ୍ୟବସ୍ଥା କରାଯାଇଛି।

ଡାଙ୍ଗମାଳ ଓ ହବାଳୀଖଟିରେ ରହିବା ଲାଗି ଉନ୍ନତ ଧରଣର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସାମାନ୍ୟ ଶୁଳ୍କ ବୃଦ୍ଧି କରାଯାଇଛି ବୋଲି ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି।

Related story