ଆଜିଠାରୁ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ନାମଲେଖା ନେଇ ତାଲିକା ପ୍ରକାଶ ପାଇବା ପରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲିବ। କଟ୍‌ ଅଫ୍ ମାର୍କ ତାଲିକାକୁ ନେଇ ଛାତ୍ରଛାତ୍ରୀଙ୍କ ଆଡମିଶନ ହେଉଛି।

plus

Rakesh Mallick
  • Published: Friday, 15 July 2016
  • , Updated: 15 July 2016, 02:49 PM IST

Related story