ଆରମ୍ଭ ହେଲା ବ୍ୟବସାୟିକ ହେଲିକପ୍ଟର ସେବା ପ୍ରକ୍ରିୟା

ଭୁବନେଶ୍ୱର :  ଭୁବନେଶ୍ୱର-ପାରାଦୀପ, ଭୁବନେଶ୍ୱର-କୋଣାର୍କ, ଭୁବନେଶ୍ୱର-ପୁରୀ ପାଇଁ ବ୍ୟବସାୟିକ ହେଲିକପ୍ଟର ସେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଶନିବାର ପବନ ହଂସ କର୍ତ୍ତୃପକ୍ଷ, ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏ ନେଇ ଆଲୋଚନା ହୋଇଛି। ଓଡିଶାରେ ବ୍ୟାବସାୟିକ ହେଲିକପ୍ଟର ଚଳାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ପବନ ହଂସ କର୍ତ୍ତୃପକ୍ଷ। ୧୫ ଦିନ ଭିତରେ ଏହାର ସମସ୍ତ ମୋଡାଲିଟି ପ୍ରସ୍ତୁତ କରିବା ପାଇଁ ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ପବନ ହଂସ କର୍ତ୍ତୃପକ୍ଷଙ୍କୁ […]

sanjaosa

Rakesh Mallick
  • Published: Saturday, 27 June 2015
  • , Updated: 27 June 2015, 01:45 PM IST

ଭୁବନେଶ୍ୱର :  ଭୁବନେଶ୍ୱର-ପାରାଦୀପ, ଭୁବନେଶ୍ୱର-କୋଣାର୍କ, ଭୁବନେଶ୍ୱର-ପୁରୀ ପାଇଁ ବ୍ୟବସାୟିକ ହେଲିକପ୍ଟର ସେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଶନିବାର ପବନ ହଂସ କର୍ତ୍ତୃପକ୍ଷ, ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏ ନେଇ ଆଲୋଚନା ହୋଇଛି। ଓଡିଶାରେ ବ୍ୟାବସାୟିକ ହେଲିକପ୍ଟର ଚଳାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ପବନ ହଂସ କର୍ତ୍ତୃପକ୍ଷ। ୧୫ ଦିନ ଭିତରେ ଏହାର ସମସ୍ତ ମୋଡାଲିଟି ପ୍ରସ୍ତୁତ କରିବା ପାଇଁ ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ପବନ ହଂସ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିବା ସାଧାରଣ ପ୍ରଶାସନ ପ୍ରମୁଖ ସଚିବ ଜିଭିଭି ଶର୍ମା କହିଛନ୍ତି ।

Related story