ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ଗତ ୧ ତାରିଖରୁ ଖୋଲିଥିବା ଏହି ଅଭୟାରଣ୍ୟ ବର୍ଷା କାରଣରୁ ଗତ ୪ ତାରିଖରୁ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ ଅନୁକୁଳ ପାଗ ଥିବାରୁ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଏହି ଅଭୟାରଣ୍ୟକୁ ଖୋଲି ଦିଆଯାଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବରେହିପାଣିରେ ଟ୍ରାଇବାଲ୍‌ କିଚେନ୍‌, ଶିମିଳିପାଳର ମକୁଆରୀ, ଗୁଡୁଗୁଡ଼ିଆ ଓ ଜାମୁଆଣିରେ ରାତ୍ରି ରହଣୀର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପର୍ଯ୍ୟଟକଙ୍କୁ ଅନଲାଇନ ବୁକିଂ କରିବାକୁ ପଡ଼ିବ […]

ss1

Rakesh Mallick
  • Published: Monday, 07 November 2016
  • , Updated: 07 November 2016, 09:54 AM IST

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ଗତ ୧ ତାରିଖରୁ ଖୋଲିଥିବା ଏହି ଅଭୟାରଣ୍ୟ ବର୍ଷା କାରଣରୁ ଗତ ୪ ତାରିଖରୁ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ ଅନୁକୁଳ ପାଗ ଥିବାରୁ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଏହି ଅଭୟାରଣ୍ୟକୁ ଖୋଲି ଦିଆଯାଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବରେହିପାଣିରେ ଟ୍ରାଇବାଲ୍‌ କିଚେନ୍‌, ଶିମିଳିପାଳର ମକୁଆରୀ, ଗୁଡୁଗୁଡ଼ିଆ ଓ ଜାମୁଆଣିରେ ରାତ୍ରି ରହଣୀର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପର୍ଯ୍ୟଟକଙ୍କୁ ଅନଲାଇନ ବୁକିଂ କରିବାକୁ ପଡ଼ିବ ବୋଲି ଶିମିଳିପାଳ ଅଭୟାରଣ୍ୟର କର୍ତ୍ତୃପକ୍ଷ କହିଛନ୍ତି।

Related story