ଦଶ ଦିନର ଛୁଆକୁ ଧରି ନ୍ୟାୟ ମାଗୁଛନ୍ତି ଆଲ୍‌ବମ୍‌ ଅଭିନେତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଲକାତାରୁ ଆସି ଓଡ଼ିଶା ଆଲବମ୍‌ ଇଣ୍ଡଷ୍ଟ୍ରିରେ କାମ କରିଥିଲେ ଶ୍ୱେତା। କମ୍‌ ବୟସରେ କମାଇଥିଲେ ନେମ୍‌ ଆଣ୍ଡ ଫେମ୍‌। ଘରେ ଘରେ ପରିଚିତ ହୋଇଥିଲେ। ନିଜ କ୍ୟାରିୟରର ପିକ୍‌ରେ ଥିବା ବେଳେ ପିପିଲିର ଜଣେ ଫର୍ଣ୍ଣିଚର ବ୍ୟବସାୟୀଙ୍କ ପ୍ରେମରେ ପଡ଼ି ବିବାହ କରିଥିଲେ। ହେଲେ ବିବାହର ପଥ କଣ୍ଟକିତମୟ ହେବ ବୋଲି ଜାଣିନଥିଲେ ଶ୍ୱେତା। ଯାହାଙ୍କୁ ପ୍ରେମ ବିବାହ କରିଥିଲେ, ସେ ଦେଉଛନ୍ତି ଅକଥନୀୟ ନିର୍ଯାତନା। ଏବେ ନ୍ୟାୟ ପାଇଁ ଦଶ ଦିନର […]

Album

Album

Manoranjan Sial
  • Published: Friday, 09 September 2022
  • Updated: 09 September 2022, 06:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଲକାତାରୁ ଆସି ଓଡ଼ିଶା ଆଲବମ୍‌ ଇଣ୍ଡଷ୍ଟ୍ରିରେ କାମ କରିଥିଲେ ଶ୍ୱେତା। କମ୍‌ ବୟସରେ କମାଇଥିଲେ ନେମ୍‌ ଆଣ୍ଡ ଫେମ୍‌। ଘରେ ଘରେ ପରିଚିତ ହୋଇଥିଲେ। ନିଜ କ୍ୟାରିୟରର ପିକ୍‌ରେ ଥିବା ବେଳେ ପିପିଲିର ଜଣେ ଫର୍ଣ୍ଣିଚର ବ୍ୟବସାୟୀଙ୍କ ପ୍ରେମରେ ପଡ଼ି ବିବାହ କରିଥିଲେ। ହେଲେ ବିବାହର ପଥ କଣ୍ଟକିତମୟ ହେବ ବୋଲି ଜାଣିନଥିଲେ ଶ୍ୱେତା। ଯାହାଙ୍କୁ ପ୍ରେମ ବିବାହ କରିଥିଲେ, ସେ ଦେଉଛନ୍ତି ଅକଥନୀୟ ନିର୍ଯାତନା। ଏବେ ନ୍ୟାୟ ପାଇଁ ଦଶ ଦିନର ଛୁଆକୁ ଧରି ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଲବମ ଅଭିନେତ୍ରୀ ଶ୍ୱେତା।

ଆଲବମ୍‌ରେ ଅଭିନୟ କରିବା ପାଇଁ କୋଲକାତାରୁ ଓଡ଼ିଶା ଆସିଥିଲେ ଶ୍ୱେତା। ଓଡ଼ିଆ ଓ ସମ୍ୱଲପୁରୀ ଆଲବମ୍‌ରେ ଅଭିନୟ କରିବା ସହିତ ନୃତ୍ୟ ପରିବେଷଣ କରୁଥିଲେ। ଏହି ସମୟରେ ତାଙ୍କର ଦେଖାହୁଏ ପିପିଲିର ଜଣେ ଫର୍ଣ୍ଣିଚର ବ୍ୟବସାୟୀଙ୍କ ସହିତ। ପ୍ରଥମ ଦେଖାରେ ଶ୍ୱେତାଙ୍କ ପ୍ରେମରେ ପଡ଼ିଥିଲେ ଫର୍ଣ୍ଣିଚର ବ୍ୟବସାୟୀ। ତାଙ୍କୁ ଦେଇ ବସିଥିଲେ ଦିଲ୍‌। ସେଥିପାଇଁ ସେ ଏକ ଫିଲ୍ମ ତିଆରି କରିଥିଲେ। ଯେଉଁଥିରେ ଶ୍ୱେତା ଅଭିନୟ କରିଥିଲେ।

ଅଭିନୟରେ ପିକ୍‌ରେ ଥିବା ବେଳେ ୨୦୧୬ ମସିହାରେ ଉକ୍ତ ଫର୍ଣ୍ଣିଚର ବ୍ୟବସାୟୀଙ୍କୁ ବିବାହ କରିଥିଲେ ଶ୍ୱେତା। ବିବାହ ପରେ ପାରିବାରିକ ସଂସାର ଠିକ୍‌ଠାକ୍‌ ଚାଲିଥିଲା। ତେବେ ହଠାତ୍‌ ଆରମ୍ଭ ହେଲା ନିର୍ଯାତନା। କଥା କଥାରେ ଶ୍ୱେତାଙ୍କୁ ତାଙ୍କ ସ୍ୱାମୀ ମାଡ଼ ମାରୁଥିଲେ। ୨୦୧୭ ମସିହାରେ ଶ୍ୱେତାଙ୍କୁ ଏକ ଘରେ ପୂରାଇ ମାଡ଼ ମାରିଥିଲେ। ଜବରଦସ୍ତି ମେଡିସିନ୍‌ ଖୁଆଇ ତାଙ୍କ ଗର୍ଭ ନଷ୍ଟ କରାଇଥିଲେ। ଏନେଇ ଶ୍ୱେତା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା। ପରେ ସେ ବେଲ୍‌ରେ ବାହାରିଥିଲେ।

ଜେଲ୍‌ରୁ ବାହାରିବା ପରେ ସବୁକିଛି ଠିକ୍‌ଠାକ୍‌ ଥିଲା। ଶ୍ୱେତା ମାଆ ହେଲେ। ପିଲା ଜନ୍ମ ପରେ ପୂର୍ବପରି ନିଜ କାମରେ ବ୍ୟସ୍ତ ରହିଲେ ସ୍ୱାମୀ-ସ୍ତ୍ରୀ। ହେଲେ ସେ ନିୟମିତ ଘରକୁ ଆସୁନଥିଲେ। ବିଭିନ୍ନ ବାହାନା କରି ଭିଡିଓ କଲ୍‌ରେ କଥା ହେଉଥିଲା। ଶ୍ୱେତା ଡାକିଲେ ମଧ୍ୟ ସେ ଆସୁନଥିଲେ। ଯାହାକୁ ନେଇ ଶ୍ୱେତା ସନ୍ଦେହ ପ୍ରକାଶ କରିବାରୁ ସେ(ସ୍ୱାମୀ) ଆସିଥିଲେ। କିଛି ଦିନ ତାଙ୍କ ସହିତ ରହିଥିଲେ। ଏହା ପରେ ପୁଣି ଥରେ ଗର୍ଭବତୀ ହୋଇଥିଲେ ଶ୍ୱେତା। ପତ୍ନୀ ଗର୍ଭବତୀ ଥିବା ଜାଣିବା ପରେ ଦେଲେ ନିର୍ଯାତନା। ଏନେଇ ଶ୍ୱେତା ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏକଥା ଜାଣିବା ପରେ ଫର୍ଣ୍ଣିଚର ବ୍ୟବସାୟୀ ସ୍ୱାମୀ ଘରକୁ ଫେରିଥିଲେ। ପତ୍ନୀ ଶ୍ୱେତାଙ୍କୁ ବୁଝାଇ କୋଲକାତା ନେଇ ଯାଇଥିଲେ। ସେଠାରୁ ଫେରିବା ପରେ ସେ ଆଉ ଧରାଛୁଆଁ ଦେଇନଥିଲେ। ଏବେ ଶ୍ୱେତାଙ୍କ କୋଳରେ ଅଛି ୧୦ ଦିନର ଝିଅ। ହେଲେ ବାପା ହିସାବରେ ଝିଅ କଥା ବୁଝିବାକୁ ସ୍ୱାମୀ ଆସୁନଥିବା ଅଭିଯୋଗ କରିଛନ୍ତି ଶ୍ୱେତା। ନ୍ୟାୟ ଦାବିରେ ଶ୍ୱେତା ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story