ବ୍ୟାପକ ମଦ ଜବତ, ୨୦ ଗିରଫ

ରାଉରକେଲା(ପବନ ତିୱାରୀ): ସବୁଆଡେ ଏବେ ଚାଲିଛି ଲକ୍‌ ଡାଉନ। ଏପରି ସ୍ଥିତିରେ ରାଉରକେଲା ଅବକାରୀ ବିଭାଗ ଓ ସମ୍ବଲପୁର ଗୁଇନ୍ଦା ଅବକାରୀ ବିଭାଗ ମିଳିତ ଭାବେ ବାଗୁଡି ଓ ସେର ବସ୍ତି ଅଞ୍ଚଳରେ ଚଢ଼ଉ କରି ବ୍ୟାପକ ଦେଶୀ ଏବଂ ବିଦେଶୀ ମଦ ଜବତ କରିଛି। ଏଥିରେ ସମ୍ପୃକ୍ତ ୨୦ ଜଣ ଲୋକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହାଛଡ଼ା ଗୋଟିଏ ବାଇକ ଜବତ ହୋଇଛି। ମହାମାରୀ ‘କରୋନା’ ପାଇଁ ସମଗ୍ର ଦେଶ ଲକ୍‌ଡାଉନ୍‌ରେ ଅଛି। […]

mada

mada

Manoranjan Sial
  • Published: Monday, 04 May 2020
  • Updated: 04 May 2020, 08:47 PM IST

Sports

Latest News

ରାଉରକେଲା(ପବନ ତିୱାରୀ): ସବୁଆଡେ ଏବେ ଚାଲିଛି ଲକ୍‌ ଡାଉନ। ଏପରି ସ୍ଥିତିରେ ରାଉରକେଲା ଅବକାରୀ ବିଭାଗ ଓ ସମ୍ବଲପୁର ଗୁଇନ୍ଦା ଅବକାରୀ ବିଭାଗ ମିଳିତ ଭାବେ ବାଗୁଡି ଓ ସେର ବସ୍ତି ଅଞ୍ଚଳରେ ଚଢ଼ଉ କରି ବ୍ୟାପକ ଦେଶୀ ଏବଂ ବିଦେଶୀ ମଦ ଜବତ କରିଛି। ଏଥିରେ ସମ୍ପୃକ୍ତ ୨୦ ଜଣ ଲୋକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହାଛଡ଼ା ଗୋଟିଏ ବାଇକ ଜବତ ହୋଇଛି।

ମହାମାରୀ ‘କରୋନା’ ପାଇଁ ସମଗ୍ର ଦେଶ ଲକ୍‌ଡାଉନ୍‌ରେ ଅଛି। ଏହି ସମୟରେ ନିଶା ବେପାର ଓ ସେବନ ନକରିବାକୁ କଡ଼ା ନିର୍ଦ୍ଦେଶ ରହିଛି। ଏହା ସତ୍ତ୍ୱେ ମଦ ବେପାରୀମାନେ ବେଆଇନ୍‌ ମଦ କାରବାର କରୁଛନ୍ତି। ଯାହାକୁ ନେଇ ଅଭିଯୋଗ ହେବା ପରେ ଗୁଇନ୍ଦା ଓ ଅବକାରୀ ବିଭାଗ ଚଢ଼ଉ କରି ମଦ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story