ବାରମ୍ବାର ଡିଲର ବଦଳାଇବା ବନ୍ଦ କର

ଆଳି/କେନ୍ଦ୍ରାପଡ଼ା(ବନମାଳୀ ସାହୁ /ମନୋଜ ସ୍ଵାଇଁ): କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ପେଗରପଡା ପଂଚାୟତରେ ସ୍ଥାୟୀ ଡିଲର ନିଯୁକ୍ତିକୁ ନେଇ ବିବାଦ ଦେଖାଦେଇଛି। ପଂଚାୟତରେ ୪ମାସରେ ୩ଜଣ ଡିଲର ପରିବର୍ତ୍ତନକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ହେବାରେ ଲାଗିଛି। ବାରମ୍ବାର ଡିଲର ପରିବର୍ତ୍ତନ ହେଉଥିବାରୁ ୩୦୦ରୁ ଊର୍ଦ୍ଧ୍ୱ ରାସନ କାର୍ଡ ହିତାଧିକାରୀ ଖାଉଟି ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ଅଭିଯୋଗ ଅନୁଯାଇ କିଛି ଦିନ ପୂର୍ବେ ପେଗରପଡା ପଂଚାୟତର ରେସନ ସାମଗ୍ରୀ ବଣ୍ଟନ ପାଇଁ […]

7bnm

7bnm

Tapas Behera
  • Published: Friday, 25 September 2020
  • Updated: 25 September 2020, 04:31 PM IST

Sports

Latest News

ଆଳି/କେନ୍ଦ୍ରାପଡ଼ା(ବନମାଳୀ ସାହୁ /ମନୋଜ ସ୍ଵାଇଁ): କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ପେଗରପଡା ପଂଚାୟତରେ ସ୍ଥାୟୀ ଡିଲର ନିଯୁକ୍ତିକୁ ନେଇ ବିବାଦ ଦେଖାଦେଇଛି। ପଂଚାୟତରେ ୪ମାସରେ ୩ଜଣ ଡିଲର ପରିବର୍ତ୍ତନକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ହେବାରେ ଲାଗିଛି। ବାରମ୍ବାର ଡିଲର ପରିବର୍ତ୍ତନ ହେଉଥିବାରୁ ୩୦୦ରୁ ଊର୍ଦ୍ଧ୍ୱ ରାସନ କାର୍ଡ ହିତାଧିକାରୀ ଖାଉଟି ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ଅଭିଯୋଗ ଅନୁଯାଇ କିଛି ଦିନ ପୂର୍ବେ ପେଗରପଡା ପଂଚାୟତର ରେସନ ସାମଗ୍ରୀ ବଣ୍ଟନ ପାଇଁ ବଟେଶ୍ୱରୀସ୍ୱୟଂ ସହାୟକ ଗୋଷ୍ଠିକୁ ଡିଲର ଭାବେ ନିଯୁକ୍ତି ଦିଆଯାଇଥିଲେ।

ହେଲେ ରାସନ ସାମଗ୍ରୀ ବଣ୍ଟନରେ ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ଏହି ସ୍ୱୟଂ ସହାୟକ ଗୋଷ୍ଠିକୁ ପ୍ରଶାସନ ନିଲମ୍ବିତକରିଥିଲେ। ହେଲେ ରାସନ ସାମଗ୍ରୀ ବଣ୍ଟନ ପାଇଁ ଲହୁଣୀ ପଂଚାୟତ ଡିଲରଙ୍କୁ ଏଠାରେ ନିଯୁକ୍ତି କରାଯାଇଥିଲା । ଆଉ ହିତାଧିକାରୀ ମାନେ ସୁରୁଖୁରୁରେ ରାସନ ସାମଗ୍ରୀ ଆଣୁଥିଲେ। କିନ୍ତୁ କୌଣସି କାରଣ ନଥାଇ ହଠାତ ଲହୁଣୀ ଡିଲରକୁ ହଟାଇ ତାଙ୍କ ସ୍ଥାନରେ ୩କିମି ଦୂରରେ ଥିବା ସିହୋପଡା ଡିଲରଙ୍କୁ ନିଯୁକ୍ତି ଦିଆଯାଇଛି। ଯାହାକୁ ନେଇ ପେଗରପଡା ପଂଚାୟତର ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଅନ୍ୟପଟେନିଜପଞ୍ଚାୟତର ଲୋକଙ୍କୁ ସ୍ଥାୟୀ ଡିଲର ଭାବେ ନିଯୁକ୍ତି ଦେବା ପାଇଁ ରାଜକନିକା ଯୋଗାଣ ଅଧିକାରୀ ଓ ବିଡ଼ିଓଙ୍କ ନିକଟରେ  ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନ ଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀମାନେ ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇ କହିଛନ୍ତି। ଖୁବଶୀଘ୍ର ପ୍ରଶାସନ ଡିଲର ସମସ୍ୟାର ସମାଧାନ ନକଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story