ବିପିୟୁଟିର ସମସ୍ତ ଅନଲାଇନ୍ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ କଟକଣା ଯୋଗୁ ବିପିୟୁଟିର ସମସ୍ତ ଅନଲାଇନ୍ ପରୀକ୍ଷାକୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ବିପିୟୁଟି କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, କରୋନା ପାଇଁ ରାଜ୍ୟର ୫ଟି ଜିଲ୍ଲାରେ ଲକଡାଉନ୍ ହୋଇଛି । ପିଲାମାନେ ପରୀକ୍ଷା ଦେବାରେ ସମସ୍ୟା ହେବ। ତେଣୁ ପରୀକ୍ଷାକୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏମବିଏ , ବିଟେକ, ବି-ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମଏସସି, ଏମବିଏ […]

BPUt

BPUt

Manoranjan Sial
  • Published: Friday, 17 July 2020
  • Updated: 17 July 2020, 07:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ କଟକଣା ଯୋଗୁ ବିପିୟୁଟିର ସମସ୍ତ ଅନଲାଇନ୍ ପରୀକ୍ଷାକୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ବିପିୟୁଟି କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, କରୋନା ପାଇଁ ରାଜ୍ୟର ୫ଟି ଜିଲ୍ଲାରେ ଲକଡାଉନ୍ ହୋଇଛି । ପିଲାମାନେ ପରୀକ୍ଷା ଦେବାରେ ସମସ୍ୟା ହେବ। ତେଣୁ ପରୀକ୍ଷାକୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏମବିଏ , ବିଟେକ, ବି-ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମଏସସି, ଏମବିଏ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଜୁଲାଇ ୯ତାରିଖରେ ଅନଲାଇନରେ ପରୀକ୍ଷା ଆରମ୍ଭ ହୋଇଥିଲା।

ସୂଚନାଯୋଗ୍ୟ, ଜୁନ୍ ୧୯ତାରିଖରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରି ବିପିୟୁଟିକୁ ସମସ୍ତ ପାଠ୍ୟକ୍ରମର ଫାଇନାଲ୍ ସେମିଷ୍ଟାର ପରୀକ୍ଷା ଜୁଲାଇ ପ୍ରଥମ ସପ୍ତାହରେ ଅନଲାଇନ୍ ମାଧ୍ୟମରେ ସାରି ଜୁଲାଇ ଶେଷ ସପ୍ତାହରେ ପରୀକ୍ଷା ଫଳ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବିପିୟୁଟିର ଏହି ଅନଲାଇନ ପରୀକ୍ଷା ବ୍ୟବସ୍ଥାକୁ ଏଆଇଏସଓ ଓ ଅନ୍ୟ ଛାତ୍ର ସଂଗଠନଗୁଡ଼ିକ ବିରୋଧ କରିଥିଲେ। ଗାଁ ଗହଳିରେ ରହୁଥିବା ପିଲାମାନେ ବିପିୟୁଟି କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ଯୋଗୁ ପରୀକ୍ଷା ଦେବାରେ ସମସ୍ୟା ହେବ ବୋଲି ଦର୍ଶାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story