ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସବୁ ପିଲା ପାସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଓ ସେଥିଜନିତ ଲକ୍‌ଡାଉନ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ନେଇଛନ୍ତି ବଡ଼ ନିଷ୍ପତ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲାଙ୍କୁ ପାସ୍ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ସ୍କୁଲରେ ପଢୁଥିବା ଅଷ୍ଟମ ଯାଏଁ ସବୁ ପିଲା ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ପାସ୍ ହେବେ ଓ ପରବର୍ତ୍ତୀ କ୍ଲାସ୍‌କୁ ଉତ୍ତୀର୍ଣ୍ଣ ହେବେ। ତେବେ ନବମରୁ ଦଶମ ଶ୍ରେଣୀ ଯିବାକୁ ଥିବା ପିଲାଙ୍କୁ ସର୍ତ୍ତମୂଳକ ପାସ୍ […]

school

school

Manoranjan Sial
  • Published: Friday, 15 May 2020
  • Updated: 15 May 2020, 07:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଓ ସେଥିଜନିତ ଲକ୍‌ଡାଉନ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ନେଇଛନ୍ତି ବଡ଼ ନିଷ୍ପତ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲାଙ୍କୁ ପାସ୍ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ସ୍କୁଲରେ ପଢୁଥିବା ଅଷ୍ଟମ ଯାଏଁ ସବୁ ପିଲା ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ପାସ୍ ହେବେ ଓ ପରବର୍ତ୍ତୀ କ୍ଲାସ୍‌କୁ ଉତ୍ତୀର୍ଣ୍ଣ ହେବେ।

ତେବେ ନବମରୁ ଦଶମ ଶ୍ରେଣୀ ଯିବାକୁ ଥିବା ପିଲାଙ୍କୁ ସର୍ତ୍ତମୂଳକ ପାସ୍ କରାଯିବ। ବାର୍ଷିକ ପରୀକ୍ଷା ହୋଇଥିବା ବିଷୟ ଗୁଡ଼ିକର ମାର୍କ ହିସାବକୁ ନିଆଯିବ। ବାର୍ଷିକ ପରୀକ୍ଷା ହୋଇନଥିବା ବିଷୟ ପାଇଁ ଷାଣ୍ମାସିକ ପରୀକ୍ଷାରେ ସେହି ବିଷୟରେ ଥିବା ନମ୍ବରକୁ ନେଇ ପାସ୍ କରାଯିବ। କୌଣସି ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟ କିମ୍ବା ଅନ୍ୟ କୌଣସି ଜରୁରୀ କାରଣ ପାଇଁ ଷାଣ୍ମାସିକ ପରୀକ୍ଷା ଦେଇନଥିଲେ, ସମସ୍ତ ୟୁନିଟ ଟେଷ୍ଟରେ ହାରାହାରି ମାର୍କକୁ ହିସାବକୁ ନିଆଯିବ। ତେବେ ସର୍ବନିମ୍ନ ଉପସ୍ଥାନ ହାର ସଂପର୍କିତ ନିୟମ ବଳବତ୍ତର ରହିବ। ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନରେ ଥିବା ସମସ୍ତ ଓଡ଼ିଆ ମିଡିୟମ୍ ସ୍କୁଲ, ମାଦ୍ରାସା ଓ ସଂସ୍କୃତ ଟୋଲ୍‌ ପାଇଁ ଏହି ନିୟମ ଲାଗୁ ହେବ।

ସେପଟେ ଯୁକ୍ତ ୨ ପ୍ରଥମ ବର୍ଷରୁ ଦ୍ୱିତୀୟ ବର୍ଷକୁ ମଧ୍ୟ ସର୍ତ୍ତମୂଳକ ପ୍ରମୋସନ ଦିଆଯାଇଛି। ବାର୍ଷିକ ପରୀକ୍ଷା ପୂର୍ବରୁ ହୋଇଥିବା ଷାଣ୍ମାସିକ ପରୀକ୍ଷା କିମ୍ବା ୟୁନିଟ୍‌ ଟେଷ୍ଟ ଆଧାରରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହୋଇପାରିବେ। ଯଦି ଜରୁରୀ କାରଣରୁ କେହି ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିବେ, ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବା ପରେ ରିଟେଷ୍ଟ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story