ଆସନ୍ତାକାଲି ବିଶ୍ୱକପ୍ ହକି ଉଦଘାଟନୀ ସମାରୋହ: କଟକ ସହର ପାଇଁ ଛୁଟି ଘୋଷଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ପୁରୁଷ ହକିର ଉଦଘାଟନୀ ଉତ୍ସବ ଆସନ୍ତାକାଲି ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟ ସରକାର କଟକ ମହାନଗର ନିଗମ ଅଂଚଳରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି। ସହରର ସମସ୍ତ ସରକାରୀ ଅଫିସ୍ ,ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଆଦି ଅଧାଦିନ ଛୁଟି ରହିବ। ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ୨ଟି ଭିନ୍ନ ଭିନ୍ନ ବିିଜ୍ଞପ୍ତିରେ ଏହି ଛୁଟି ଘୋଷଣା ହୋଇଛି। କଟକ ମହାନଗର ନିଗମ ଅଂଚଳ […]

scholl

scholl

Tapaswini Nayak
  • Published: Tuesday, 10 January 2023
  • Updated: 10 January 2023, 08:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ପୁରୁଷ ହକିର ଉଦଘାଟନୀ ଉତ୍ସବ ଆସନ୍ତାକାଲି ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟ ସରକାର କଟକ ମହାନଗର ନିଗମ ଅଂଚଳରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି। ସହରର ସମସ୍ତ ସରକାରୀ ଅଫିସ୍ ,ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଆଦି ଅଧାଦିନ ଛୁଟି ରହିବ।

ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ୨ଟି ଭିନ୍ନ ଭିନ୍ନ ବିିଜ୍ଞପ୍ତିରେ ଏହି ଛୁଟି ଘୋଷଣା ହୋଇଛି। କଟକ ମହାନଗର ନିଗମ ଅଂଚଳ ପରିସୀମାରେ ଥିବା ସମସ୍ତ ସରକାରୀ ଅଫିସ, ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ ଓ ଅନ୍ୟ ସରକାରୀ ପ୍ରତିଷ୍ଠାନ ସମେତ ବ୍ୟାଙ୍କଗୁଡ଼ିକ ମଧ୍ୟ ଆସନ୍ତାକାଲି ଅପରାହ୍ନ ସାଢ଼େ ୧ଟାରୁ ଛୁଟି ହେବ । କଟକ ବାରବାଟୀ ଷ୍ଟାଡ଼ିୟମରେ ବିଶ୍ୱକପ୍ ହକିର ଉଦଘାଟନୀ ସମାରୋହକୁ ଦେଖିବା ପାଇଁ ରାଜ୍ୟ ସରକାର ଏହି ଛୁଟି ଘୋଷଣା କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଆସନ୍ତାକାଲି ଉଦଘାଟନ ସମାରୋହ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଟ୍ରାଫିକ ବ୍ୟବସ୍ଥା ହେବା ସହ ଦିନ ସାଢ଼େ ୧୨ଟାରୁ କଟକ ସହରର ବିଭିନ୍ନ ଅଂଚଳରେ ଟ୍ରାଫିକ କଟକଣା ଲାଗୁ ହେବ, ଯାହା ଉଦଘାଟନୀ ସମାରୋହ ଶେଷ ପର୍ଯ୍ୟନ୍ତ ବଳତ୍ତର ରହିବ ବୋଲି ଜଣାପଡ଼ିଛି। ବିଶ୍ୱକପ୍ ହକି ଜାନୁୟାରୀ ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story