ନିର୍ବାଚନ ବର୍ଷରେ ଭୋଟରଙ୍କୁ ଆକୃଷ୍ଟ ପାଇଁ କେଉଁ ସବୁ ଲୋଭନୀୟ ସ୍କିମ୍ ରହିବ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୨୦୧୯-୨୦ମସିହା ଆର୍ଥିକ ବର୍ଷ ପାଇଁ କ’ଣ ହେବ ବଜେଟ୍ ରୂପରେଖ? ନିର୍ବାଚନ ବର୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କି କି ଲୋଭନୀୟ ସ୍କିମ୍ ରହିବ? ତାକୁ ନେଇ ଆରମ୍ଭ ହୋଇଛି କସରତ। ଆସନ୍ତା ୭ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ତେବେ ନିର୍ବାଚନ ବର୍ଷ ହୋଇଥିବାରୁ ୩-୪ ମାସ ପାଇଁ କାମଚଳା ବଜେଟ୍ ଆସିବ। ଯେଉଁଥିରେ ଦେଖିବାକୁ ମିଳିପାରେ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତିର ଝଲକ୍। ତେବେ ବଜେଟ୍‌ରେ ବ୍ୟବସ୍ଥା […]

budget-750x430 (1)

budget-750x430 (1)

Tapas Behera
  • Published: Tuesday, 29 January 2019
  • Updated: 29 January 2019, 10:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୨୦୧୯-୨୦ମସିହା ଆର୍ଥିକ ବର୍ଷ ପାଇଁ କ’ଣ ହେବ ବଜେଟ୍ ରୂପରେଖ? ନିର୍ବାଚନ ବର୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କି କି ଲୋଭନୀୟ ସ୍କିମ୍ ରହିବ? ତାକୁ ନେଇ ଆରମ୍ଭ ହୋଇଛି କସରତ।

ଆସନ୍ତା ୭ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ତେବେ ନିର୍ବାଚନ ବର୍ଷ ହୋଇଥିବାରୁ ୩-୪ ମାସ ପାଇଁ କାମଚଳା ବଜେଟ୍ ଆସିବ। ଯେଉଁଥିରେ ଦେଖିବାକୁ ମିଳିପାରେ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତିର ଝଲକ୍।

ତେବେ ବଜେଟ୍‌ରେ ବ୍ୟବସ୍ଥା ନଥାଇ ‘କାଳିଆ’ ଭଳି ବୃହତ୍ ସ୍କିମ୍‌ ରାଜ୍ୟ ସରକାର ଘୋଷଣା କରିସାରିଥିବାରୁ ବଜେଟ୍‌ରେ ସେଥିପାଇଁ ବ୍ୟୟବରାଦ କରିବେ ରାଜ୍ୟ ସରକାର। ତା’ଛଡ଼ା ନିର୍ବାଚନ ପୂର୍ବରୁ କିଛି ନୂଆ ସ୍କିମ୍ ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ଥିବାରୁ ସେଥିପାଇଁ ଆର୍ଥିକ ବ୍ୟବସ୍ଥା କରିବେ ସରକାର।

ତେବେ ଚଳିତ୍ ବଜେଟ୍‌ରେ ଫୋକସ୍‌ରେ ରହିବ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ କଲ୍ୟାଣ, ଗ୍ରାମୀଣ ବିକାଶ, ଭିତ୍ତିଭୂମି ଓ ଦକ୍ଷତା ବିକାଶ। ୨୦ ୧୮-୧୯ ଆର୍ଥିକ ବର୍ଷରେ ପ୍ରାୟ ୧ଲକ୍ଷ ୨୦ ହଜାର କୋଟିର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର। ଆଗାମୀ ବଜେଟ୍‌ରେ ଏହି ପରିମାଣ ଆହୁରି ବଢ଼ିବାର ସମ୍ଭାବନା ରହିଛି।

ସେପଟେ କେନ୍ଦ୍ର ସରକାର ଆସନ୍ତା ଫେବୃୟାରୀ ପହିଲାରେ ବଜେଟ୍ ଉପସ୍ଥାପନ କରିବେ। କେନ୍ଦ୍ର ବଜେଟ୍‌କୁ ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାର ବି ନିଜ ବଜେଟ୍‌ରେ କିଛି ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ତେବେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ପ୍ରାୟ ୯୧ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ ଦୃଷ୍ଟିରୁ ନିଜସ୍ୱ ଯୋଜନା ଚାଲୁ କରିବା ଓ ନୂଆ ଯୋଜନା ପାଇଁ ବ୍ୟୟବରାଦ କରିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଆସନ୍ତା ୪ ତାରିଖରୁ ବିଧାନସଭାର ଶେଷ ଅଧିବେଶନ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ସମସ୍ତଙ୍କ ନଜର ସରକାରଙ୍କ ନୂଆ ସ୍କିମ୍ ଉପରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story