ସବୁ ସରକାରୀ ଅଫିସରେ ହେବ କୋଭିଡ୍ ଅଡିଟ୍‌, ସାପ୍ତାହିକ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ଅଫିସଗୁଡ଼ିକୁ ଜିରୋ ସଂକ୍ରମଣମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବାର ଦିନକ ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ସରକାରୀ ଅଫିସରେ କୋଭିଡ୍ ଅଡିଟ୍ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ପ୍ରତ୍ୟେକ ବିଭାଗ ଓ ସରକାରୀ କାର୍ଯ୍ୟାଳୟ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ‘କୋଭିଡ୍ ଅନୁପାଳନ ଅଧିକାରୀ’ ଭାବେ ନିଯୁକ୍ତି ଦେବେ ଯିଏ କୋଭିଡ୍ ପ୍ରୋଟୋକଲ କାର୍ଯ୍ୟକାରିତାକୁ ଯାଂଚ କରିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି […]

india-corona

india-corona

Manoranjan Sial
  • Published: Tuesday, 30 June 2020
  • Updated: 30 June 2020, 07:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ଅଫିସଗୁଡ଼ିକୁ ଜିରୋ ସଂକ୍ରମଣମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବାର ଦିନକ ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ସରକାରୀ ଅଫିସରେ କୋଭିଡ୍ ଅଡିଟ୍ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ପ୍ରତ୍ୟେକ ବିଭାଗ ଓ ସରକାରୀ କାର୍ଯ୍ୟାଳୟ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ‘କୋଭିଡ୍ ଅନୁପାଳନ ଅଧିକାରୀ’ ଭାବେ ନିଯୁକ୍ତି ଦେବେ ଯିଏ କୋଭିଡ୍ ପ୍ରୋଟୋକଲ କାର୍ଯ୍ୟକାରିତାକୁ ଯାଂଚ କରିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି।

ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ, ସରକାରୀ ଅଫିସରେ କୋଭିଡ୍ ସଂକ୍ରମଣର ଗୁରୁତର ପ୍ରଭାବ ପଡ଼ିବ ଓ ମହାମାରୀ ବିରୁଦ୍ଧରେ ସରକାରୀ କଳର ଲଢ଼େଇ ସାମର୍ଥ୍ୟକୁ ମଧ୍ୟ ପ୍ରଭାବିତ କରିବ। ତେଣୁ ସରକାରୀ ଅଫିସଗୁଡ଼ିକରେ ସର୍ବୋଚ୍ଚ ମାନର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବାର ଆବଶ୍ୟକତା ରହିଛି,ଯାହାକି ଅନ୍ୟ ଅଫିସଗୁଡ଼ିକ ପାଇଁ ଏକ ମଡେଲ୍ ହେବ।

ସମସ୍ତ ବିଭାଗ ଓ ଅଫିସକୁ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ‘କୋଭିଡ୍ ଅନୁପାଳନ ଅଧିକାରୀ’ ଭାବେ ନିଯୁକ୍ତି ଦେବାକୁ କୁହାଯାଇଛି। ସେ ଦୈନିକ ଅଫିସ୍ ଯାଂଚ କରି କୋଭିଡ୍ ପ୍ରୋଟେକଲ ପାଳନକୁ ନେଇ ନିଜର ସାପ୍ତାହିକ ଅଡିଟ୍ ରିପୋର୍ଟ ବିଭାଗୀୟ ମୁଖ୍ୟଙ୍କ ନିକଟରେ ନିର୍ଦ୍ଧାରିତ ଫର୍ମାଟରେ ଦାଖଲ କରିବେ। ଏହି ଅଡିଟ୍ ରିପୋର୍ଟ ପାଇବା ପରେ ବିଭାଗୀୟ ମୁଖ୍ୟ ଆବଶ୍ୟକ ପଦକ୍ଷେପ ନେବେ ଓ ଉଦ୍ଦେଶ୍ୟମୂଳକ ଭାବେ ନିୟମ ଭାଙ୍ଗୁଥିବା କର୍ମଚାରୀଙ୍କ ବିରୁଦ୍ଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କାର୍ଯ୍ୟାଳୟରେ କୋଭିଡ୍ ସଂକ୍ରମଣ ରୋକିବା ଦିଗରେ ବିଭାଗୀୟ ମୁଖ୍ୟ ଅଧିକାରୀ ନିଜେ ବ୍ୟକ୍ତିଗତ ଭାବେ ଉତ୍ତରଦାୟୀ ରହିବେ। ଅନ୍ୟ ବିଭାଗ ଓ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଅଚାନକ ଯାଇ କୋଭିଡ୍ ପ୍ରୋଟୋକଲ ପାଳନ ହେଉଛି କି ନାହିଁ ତାହା ଯାଂଚ କରିପାରିବେ। ସେମାନେ ନିଜର ରିପୋର୍ଟ ସାଧାରଣ ପ୍ରଶାସନ ବିଭାଗ ପାଖରେ ଦାଖଲ କରିବେ।

ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୋଭିଡ୍ ଅଡିଟବେଳେ ମୋଟ ୨୮ଦିଗ ଉପରେ ନଜର ଦେବା ପାଇଁ କୁହାଯାଇଛି। ଏନେଇ ଏକ ଫର୍ମାଟ ମଧ୍ୟ ଜାରି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story