ସବୁ ଗାଁରେ କମିବ ଗୋଚର ଜମି ପରିମାଣ, ବାସହୀନଙ୍କୁ ମିଳିବ ବାସଯୋଗ୍ୟ ଜମି ପଟ୍ଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଓଡ଼ିଶା ଜମି ବନ୍ଦୋବସ୍ତ ଆଇନ-୧୯୮୩ରେ ସଂଶୋଧନ କରି ପ୍ରତ୍ୟେକ ଗାଁରେ ଆବଶ୍ୟକ ହେଉଥିବା ଗୋଚର ଜମି ପରିମାଣକୁ ଶତକଡ଼ା ୫ରୁ ୩ ଭାଗକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ମେ’ ୨ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ସମସ୍ତଙ୍କୁ ବାସଯୋଗ୍ୟ ଜମି ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ପୂର୍ବରୁ କିଛି ଗାଁରେ […]

Land

Land

Ordigital Desk
  • Published: Wednesday, 04 May 2022
  • Updated: 04 May 2022, 10:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଓଡ଼ିଶା ଜମି ବନ୍ଦୋବସ୍ତ ଆଇନ-୧୯୮୩ରେ ସଂଶୋଧନ କରି ପ୍ରତ୍ୟେକ ଗାଁରେ ଆବଶ୍ୟକ ହେଉଥିବା ଗୋଚର ଜମି ପରିମାଣକୁ ଶତକଡ଼ା ୫ରୁ ୩ ଭାଗକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ମେ’ ୨ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ସମସ୍ତଙ୍କୁ ବାସଯୋଗ୍ୟ ଜମି ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ପୂର୍ବରୁ କିଛି ଗାଁରେ ବାସହୀନ ଲୋକ ଗୋଚର ଜମିରେ ବାସ କରୁଥିଲେ ମଧ୍ୟ ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ସେହି ଲୋକମାନଙ୍କୁ ଆବଶ୍ୟକ ଘରଡ଼ିହ ପଟ୍ଟା ଯୋଗାଇ ହେଉନଥିଲା । ସେହି ବାସହୀନ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଯୋଜନାରେ ଘର ମିଳୁଥିଲେ ମଧ୍ୟ ବାସଯୋଗ୍ୟ ଜମି ଅଭାବରୁ ସେହି ଲୋକମାନଙ୍କୁ ଘର କରିବାର ସୁଯୋଗ ମିଳୁନଥିଲା । ତେଣୁ ବାସହୀନ ଲୋକଙ୍କୁ ବାସଯୋଗ୍ୟ ଜମି ପ୍ରଦାନ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେହି ଗାଁର ଗୋଚର ଜମିର ପରିମାଣକୁ କମାଇ ଅଣସଂରକ୍ଷିତ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ତେବେ ସଂରକ୍ଷିତ ଜଙ୍ଗଲର ୩ କିମି ଅଂଚଳ ମଧ୍ୟରେ ଥିବା ଗାଁଗୁଡ଼ିକ ପାଇଁ ଏହି ନିୟମ ପ୍ରଯୁଜ୍ୟ ହେବ ନାହିଁ ।

ସେହିପରି ଗ୍ରାମକଣ୍ଠ ପରମ୍ବୋକ, ନଜୁଲ, ଆବାଦୀ ଓ ଖାସମାହଲ ଜମିରେ ୨୦୧୮ ଅକ୍ଟୋବର ୨୨ ତାରିଖ ପୂର୍ବରୁ ବସବାସ କରୁଥିଲେ ସେମାନେ ପଟ୍ଟା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ପୂର୍ବରୁ ୨୦୦୬ ଫେବୃୟାରୀ ୨୬ତାରିଖ ପୂର୍ବରୁ ବସବାସ କରୁଥିବା ଲୋକମାନେ ଏହି ସବୁ ଜମିର ପଟ୍ଟା ପାଇଁ ଆବେଦନ କରିପାରୁଥିଲେ । ସରକାର ମଧ୍ୟ ଏହାର ଅବଧିକୁ ଏହି ସଂଶୋଧନରେ ବଢ଼ାଇଛନ୍ତି ।

ସେହିପରି ନକ୍ସଲ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା ରାଜ୍ୟର ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ପରିବାରର ଲୋକଙ୍କୁ ଭୁବନେଶ୍ୱର ବ୍ୟତୀତ ଅନ୍ୟ ସହରାଂଚଳରେ ୪ ଡେସିମିଲ୍ ଓ ଗ୍ରାମାଂଚଳରେ ୧୦ ଡେସିମିଲ୍ ଜମି ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି ।

ରାଜ୍ୟ ସରକାର ଆଗରୁ କେବଳ ବନୀକରଣ ଓ ବୃକ୍ଷରୋପଣ ନିମନ୍ତେ ଦଖଲ ଅନୁମତି ପ୍ରଦାନ କରୁଥିଲେ । ଏହି ନିୟମରେ ସଂଶୋଧନ ପରେ ବନୀକରଣ ବ୍ୟତୀତ କୌଣସି ନଦୀ, ନାଳ, କେନାଲ ଉପରେ ପୋଲ ତିଆରି ଇତ୍ୟାଦି କାର୍ଯ୍ୟ ନିମନ୍ତେ ଦଖଲ ଅନୁମତି ଦିଆଯାଇ ପାରିବ । ଏହା ଦ୍ୱାରା ଜାତୀୟ ରାଜପଥ, ରେଳପଥ ଓ ଅନ୍ୟାନ୍ୟ ରାସ୍ତା ତ୍ୱରିତ୍ ବେଗରେ ଆଗେଇ ପାରିବ ।

ସେହିପରି ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁମୋଦନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିୟନ୍ତ୍ରଣରେ ଥିବା ସହରାଂଚଳରେ ୧୦ଏକର ଓ ଗ୍ରାମାଂଚଳରେ ୧୫ଏକର ପର୍ଯ୍ୟନ୍ତ ସରକାରୀ ଜମିକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନାଁରେ ସମ୍ପୃକ୍ତ ସ୍କୁଲକୁ ମାର୍ଫତରେ ରଖି ବିନା ମୂଲ୍ୟରେ ରେକର୍ଡ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ସେହିପରି କଲେଜ ଜମିଗୁଡ଼ିକର ରେକର୍ଡ ପରିବର୍ତ୍ତନ ପାଇଁ ମଧ୍ୟ ଅନୁରୂପ କ୍ଷମତା ଜିଲ୍ଲାପାଳମାନଙ୍କୁ ଦିଆଯାଇଥିବା ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story