ଏମଏସପିକୁ ଆଇନରେ ପରିଣତ କରିବା ପାଇଁ ଦାବି କଲା ଚାଷୀ ସଂଘ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଏମ ଏସ ସ୍ୱମୀନାଥନ ଜାତୀୟ କୃଷକ କମିଶନ ୨୦୦୬ର ସୁପାରିଶ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ମୋଟ ଉତ୍ପାଦନ ଖର୍ଚ୍ଚ +୫୦%) ପ୍ରଦାନ ନିମନ୍ତେ ସରକାରଙ୍କ ପାଖରେ ଦାବି କରିଛି ଅଖିଳ ଭାରତ କୃଷକ  ସଂଘର୍ଷ ସମନ୍ୱୟ ସିମିତି କରିଛି। କେନ୍ଦ୍ର ସରକାର ଏ ନେଇ ଏକ ଆଇନ ପ୍ରଣୟନ କରିବା ଦରକାର ବୋଲି ସଂଘର ଓଡିଶା ଶାଖା ଦାବି କରିଛି। ଏଭଳି ହେଲେ ଚାଷୀ ସୁରକ୍ଷିତ ହୋଇପାରିବ […]

AIKSCC ON MSP

AIKSCC ON MSP

Subhransu Sekhar
  • Published: Wednesday, 14 October 2020
  • Updated: 14 October 2020, 03:48 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଏମ ଏସ ସ୍ୱମୀନାଥନ ଜାତୀୟ କୃଷକ କମିଶନ ୨୦୦୬ର ସୁପାରିଶ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ମୋଟ ଉତ୍ପାଦନ ଖର୍ଚ୍ଚ +୫୦%) ପ୍ରଦାନ ନିମନ୍ତେ ସରକାରଙ୍କ ପାଖରେ ଦାବି କରିଛି ଅଖିଳ ଭାରତ କୃଷକ  ସଂଘର୍ଷ ସମନ୍ୱୟ ସିମିତି କରିଛି। କେନ୍ଦ୍ର ସରକାର ଏ ନେଇ ଏକ ଆଇନ ପ୍ରଣୟନ କରିବା ଦରକାର ବୋଲି ସଂଘର ଓଡିଶା ଶାଖା ଦାବି କରିଛି। ଏଭଳି ହେଲେ ଚାଷୀ ସୁରକ୍ଷିତ ହୋଇପାରିବ ବୋଲି ସଂଘ କହିଛି। ଏଥିସହ ନିକଟରେ କେନ୍ଦ୍ର ସରକାର ଆଇନ୍ ପ୍ରଣୟତ କରିଥିବା ଚୁକ୍ତିଭିତ୍ତ ଚାଷକୁ ବାତିଲ୍ କରିବା ପାଇଁ ଦାବି ହୋଇଛି।

ଅଲ ଇଣ୍ଡିଆ କିଷାନ ସଂଘର୍ଷ କୋର୍ଡିନେସନ କମିଟି ଆହ୍ୱାନ କ୍ରମେ ଆଜି ଦେଶବ୍ୟାପୀ 'ଏମଏସପି ଅଧିକାର ଦିବସ' ପାଳିତ ହୋଇଛି। ରାଜଧାନୀ ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

କେରଳ ସରକାର ବୋନସ ଦେଇ ଧାନ କୁଇଣ୍ଟାଲ ପ୍ରତି ୨୭୪୮ ଟଙ୍କା ରେ କିଣୁଛି। ପନି-ପରିବାକୁ ମଧ୍ୟ ଏମଏସପି ପରିସରଭୁକ୍ତ କରିଛି। ଓଡ଼ିଶାର ଏଭଳି ଆଇନ୍ କାହିଁକି ନଆସିବ ବୋଲି ଅଖିଳ ଭାରତ କୃଷକ ସଭା ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ଦାବି କରିଛନ୍ତି। ସେହିପରି ଚାଷୀଙ୍କୁ ଋଣ ମୁକ୍ତ କରି ଋଣ ମୁକ୍ତ ସୁଧ ଦେବା ପାଇଁ ଶ୍ରମିକ ନେତା ତଥା ଏଆଇସିସିଟିୟୁର ରାଜ୍ୟ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡା ଦାବି କରିଛନ୍ତି।

ଏହି ପ୍ରସଙ୍ଗରେ ଆଗାମୀ ଦିନରେ ପ୍ରଚାର ଅଭିଯାନକୁ ଜୋରଦାର କରିବା ପାଇଁ  ନଭେମ୍ବର ୨୬-୨୭ରେ ଦିଲ୍ଲୀରେ ଲକ୍ଷ ଲକ୍ଷ ଚାଷୀ ଏକଜୁଟ ହେବେ ବୋଲି ସଂଘ କହିଛି। ସେହିପରି ସାରା ଦେଶରେ କୃଷକ-ମଜଦୁର ମାନେ ଧର୍ମଘଟ କରିବେ ବୋଲି ସଂଘ ଚେତାବନୀ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story