ଏସ୍‌ସିବି ଡାକ୍ତରଙ୍କ ବିରୋଧରେ ଅବହେଳା ଅଭିଯୋଗ ଆଣିଲେ ଏଭରେଷ୍ଟ ରାଣୀ କଳ୍ପନା

କଟକ: ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସ କଟକ ବଡ଼ ମେଡିକାଲ ଡାକ୍ତରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଡାକ୍ତର ତାଙ୍କୁ ଉପଯୁକ୍ତ ଚିକିତ୍ସା କରୁ ନ ଥିବା ଓ ବାହାରେ ଅଲ୍‌ଟ୍ରାସାଉଣ୍ଡ କରିବାକୁ ବାଧ୍ୟ କରିଥିବା କଳ୍ପନା କହିଛନ୍ତି। ଏପରିକି ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ନାଲିଆଖି ଦେଖାଉଥିବା କଳ୍ପନାଙ୍କ ଅଭିଯୋଗ ଅଣିଛନ୍ତି। ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ଏସ୍‌ସିବି କର୍ତ୍ତୃପକ୍ଷ ମନା କରିଦେଇଛନ୍ତି। ଗତ ୨୨ତରିଖ ରାତିରେ ପେଟରେ ଯନ୍ତ୍ରଣା ହେବାରୁ କଳ୍ପନାଙ୍କୁ କଟକ […]

kalpana

Rakesh Mallick
  • Published: Wednesday, 24 May 2017
  • , Updated: 24 May 2017, 05:37 PM IST

କଟକ: ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସ କଟକ ବଡ଼ ମେଡିକାଲ ଡାକ୍ତରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଡାକ୍ତର ତାଙ୍କୁ ଉପଯୁକ୍ତ ଚିକିତ୍ସା କରୁ ନ ଥିବା ଓ ବାହାରେ ଅଲ୍‌ଟ୍ରାସାଉଣ୍ଡ କରିବାକୁ ବାଧ୍ୟ କରିଥିବା କଳ୍ପନା କହିଛନ୍ତି। ଏପରିକି ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ନାଲିଆଖି ଦେଖାଉଥିବା କଳ୍ପନାଙ୍କ ଅଭିଯୋଗ ଅଣିଛନ୍ତି।

ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ଏସ୍‌ସିବି କର୍ତ୍ତୃପକ୍ଷ ମନା କରିଦେଇଛନ୍ତି।

ଗତ ୨୨ତରିଖ ରାତିରେ ପେଟରେ ଯନ୍ତ୍ରଣା ହେବାରୁ କଳ୍ପନାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି।

Related story