ବିଜେଡି ନେତାଙ୍କ ବିରୋଧରେ ନବୀନ ନିବାସରେ ଫେରାଦ ହେଲେ ନିଜ ନର୍ବାଚନମଣ୍ଡଳୀର ଲୋକେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ କିଛି ବିଜେଡି ନେତା ସମର୍ଥକଙ୍କୁ ଧରି ଟିକେଟ ଲବିରେ ଏବେ ନବୀନ ନିବାସରେ ଡେରା ପକାଉ ଥିବା ବେଳେ ଅନ୍ୟପଟେ କିଛି ବିଜେଡି ନେତାଙ୍କ ବିରୋଧରେ ଫେରାଦ ହେଉଛନ୍ତି ଲୋକେ। ଏହି କ୍ରମରେ ନିଆଳି ବିଧାୟକଙ୍କ ନାମରେ ଆସିଛି ସଂଘାତିକ୍‌ ଅଭିଯୋଗ। ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ କରି ତାଙ୍କ ନିର୍ବାଚନମଣ୍ଡଳୀର କିଛି ନେତା ଓ କର୍ମୀ ନବୀନ ନିବାସ ଆସିଛନ୍ତି ।ବିଧାୟକ ପିସି କାରବାରରେ ସମ୍ପୃକ୍ତ ଥିବା […]

p-88

p-88

Tapas Behera
  • Published: Saturday, 16 March 2019
  • Updated: 16 March 2019, 06:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ କିଛି ବିଜେଡି ନେତା ସମର୍ଥକଙ୍କୁ ଧରି ଟିକେଟ ଲବିରେ ଏବେ ନବୀନ ନିବାସରେ ଡେରା ପକାଉ ଥିବା ବେଳେ ଅନ୍ୟପଟେ କିଛି ବିଜେଡି ନେତାଙ୍କ ବିରୋଧରେ ଫେରାଦ ହେଉଛନ୍ତି ଲୋକେ। ଏହି କ୍ରମରେ ନିଆଳି ବିଧାୟକଙ୍କ ନାମରେ ଆସିଛି ସଂଘାତିକ୍‌ ଅଭିଯୋଗ।

ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ କରି ତାଙ୍କ ନିର୍ବାଚନମଣ୍ଡଳୀର କିଛି ନେତା ଓ କର୍ମୀ ନବୀନ ନିବାସ ଆସିଛନ୍ତି ।ବିଧାୟକ ପିସି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ କରି ତାଙ୍କୁ  ଟିକେଟ ନ ଦେବା ଲାଗି ସେମାନେ ସୁପ୍ରିମୋଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ସେହିପରି ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ମଧ୍ୟ ବିରୋଧ କରିଛନ୍ତି ତାଙ୍କ ନିର୍ବାଚନମଣ୍ଡଳୀର କିଛି ଲୋକ।  ଏ ନେଇ ସେମାନେ ଆଜି ନବୀନ ନିବାସ ଆସି ଫେରାଦ ହୋଇଛନ୍ତି।

ଠିକ୍ ସେହିପରି ଭବାନୀପାଟଣା ଅନାମ ନାୟକଙ୍କୁ ମଧ୍ୟ ବିରୋଧ କରାଯାଇଛି। ବିଧାୟକଙ୍କ ବିରୋଧରେ ଆଶାୟୀ ଦୁଷ୍କନ୍ତ ନାୟକଙ୍କ ସମର୍ଥକମାନେ ବିଜେଡି ସୁପ୍ରିମୋଙ୍କ ପାଖରେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story