ଓଟିଭିକୁ ବ୍ଲାକ୍‌ମେଲ୍‌ କରି ଟଙ୍କା ଆଦାୟ ପାଇଁ ଗଣଦୁଷ୍କର୍ମ ଅଭିଯୋଗ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ପଛର ସତ କଣ? କଣ ପାଇଁ ନିଜ ନାବାଳିକା ଝିଅକୁ ନେଇ ଏଭଳି ଅଭିଯୋଗ ଆଣିଲେ ଜନୈକ ମହିଳା? ଓଟିଭି କର୍ତ୍ତୃପକ୍ଷଙ୍କୁ ବ୍ଲାକମେଲ୍‌ କରି ଟଙ୍କା ଆଦାୟ ମହିଳାଙ୍କର ଉଦ୍ଦେଶ୍ୟ ଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଓଟିଭିର ଆଭ୍ୟନ୍ତରୀଣ କମିଟି ପକ୍ଷରୁ କରାଯାଇଥିବା ପ୍ରାଥମିକ ତଦନ୍ତ ସଂପର୍କିତ ସମସ୍ତ ତଥ୍ୟ ମଧ୍ୟ ପୁଲିସକୁ ଦିଆଯାଇଛି। ସୂଚନା ଅନୁଯାୟୀ, ଅଭିଯୋଗ ଆଣିଥିବା ନାବାଳିକାଙ୍କ ମା […]

rape

rape

Manoranjan Sial
  • Published: Tuesday, 08 September 2020
  • Updated: 08 September 2020, 09:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ପଛର ସତ କଣ? କଣ ପାଇଁ ନିଜ ନାବାଳିକା ଝିଅକୁ ନେଇ ଏଭଳି ଅଭିଯୋଗ ଆଣିଲେ ଜନୈକ ମହିଳା? ଓଟିଭି କର୍ତ୍ତୃପକ୍ଷଙ୍କୁ ବ୍ଲାକମେଲ୍‌ କରି ଟଙ୍କା ଆଦାୟ ମହିଳାଙ୍କର ଉଦ୍ଦେଶ୍ୟ ଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଓଟିଭିର ଆଭ୍ୟନ୍ତରୀଣ କମିଟି ପକ୍ଷରୁ କରାଯାଇଥିବା ପ୍ରାଥମିକ ତଦନ୍ତ ସଂପର୍କିତ ସମସ୍ତ ତଥ୍ୟ ମଧ୍ୟ ପୁଲିସକୁ ଦିଆଯାଇଛି।

ସୂଚନା ଅନୁଯାୟୀ, ଅଭିଯୋଗ ଆଣିଥିବା ନାବାଳିକାଙ୍କ ମା ପୂର୍ବରୁ ଓଟିଭିରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ହେଲେ ୬ ମାସିଆ ଠିକା ଅବଧି ପୂରିବାକୁ ଆଉ ୨ ମାସ ବାକି ଥିବା ବେଳେ ସେ ଏଭଳି ଅଭିଯୋଗ ଆଣିଥିଲେ। ଏହାପରେ ଓଟିଭି ପକ୍ଷରୁ ଅଭିଯୋଗକୁ ଅତି ଗମ୍ଭୀରତାର ସହ ନିଆଯାଇ ସୁପ୍ରିମକୋର୍ଟଙ୍କ ଜଜ୍‌ମେଣ୍ଟ ଅନୁଯାୟୀ ଗଠିତ ଆଭ୍ୟନ୍ତରୀଣ ‘ବିଶାଖା କମିଟି’ ଦ୍ୱାରା ତଦନ୍ତ କରାଯାଇଥିଲା। କିନ୍ତୁ ତଦନ୍ତ ସମୟରେ ଅଭିଯୋଗକାରିଣୀ ମହିଳା ଆଦୌ ସହଯୋଗ କରିନଥିଲେ। ଏପରିକି ତଦନ୍ତରେ ସହଯୋଗ ପାଇଁ ତାଙ୍କୁ ଅନୁରୋଧ କରି ଚିଠି ଦିଆଯିବା ଭଳି ବାରମ୍ବାର ଉଦ୍ୟମ ସତ୍ତ୍ୱେ ସେ କମିଟି ଆଗରେ ହାଜର ହୋଇ ନଥିଲେ। ଏହାପରେ ଆଭ୍ୟନ୍ତରୀଣ କମିଟିର ମୁଖ୍ୟ ଥିବା ବରିଷ୍ଠ ମହିଳା ଅଧିକାରୀ ତାଙ୍କୁ ପୁଲିସରେ ଏ ସଂପର୍କରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ତେବେ ସେତେବେଳେ ମହିଳା ଜଣକ କିନ୍ତୁ ସେପରି କରିନଥିଲେ।

କମିଟିର ଅନୁସନ୍ଧାନରୁ ମହିଳା ଜଣକ ଆଣିଥିବା ଅଭିଯୋଗର କୌଣସି ଆଧାର ନଥିବା ଜଣା ପଡ଼ିଥିଲା। ଓଲଟା ସଂପୃକ୍ତ ମହିଳା ଜଣଙ୍କ ମିଥ୍ୟା ମାମଲାର ଧମକ ଦେଇ ବ୍ଳାକମେଲ କରିବା ଓ ଓଟିଭି କର୍ତ୍ତୃପକ୍ଷଙ୍କଠାରୁ ଟଙ୍କା ଆଦାୟ ପାଇଁ ଅପଚେଷ୍ଟା କରୁଥିବାର ଆଭିମୁଖ୍ୟ ପଦାକୁ ଆସିଥିଲା। ଆଭ୍ୟନ୍ତରୀଣ କମିଟି ପ୍ରାଥମିକ ତଦନ୍ତ ବେଳେ ପାଇଥିବା ସମସ୍ତ ତଥ୍ୟ ଓ ପ୍ରମାଣକୁ ଓଟିଭି ପକ୍ଷରୁ ପୁଲିସକୁ ହସ୍ତାନ୍ତର କରାଯାଇଛି। ଏଥିସହିତ ସଂପୃକ୍ତ ମହିଳାଙ୍କ ବ୍ଳାକମେଲ୍‌ ସଂପର୍କିତ ପ୍ରମାଣ ମଧ୍ୟ ପୁଲିସକୁ ଦିଆଯାଇଥିବା ଜଣାପଡିଛି। ଖାଲି ସେତିକି ନୁହେଁ, ଦୁଇ ମାସ ପୂର୍ବରୁ ଓଟିଭିର ଏଚ୍‌ଆର୍‌ ମ୍ୟାନେଜମେଣ୍ଟ ସଂପୃକ୍ତ ମହିଳାଙ୍କ ବ୍ୟବହାରକୁ ନେଇ ସ୍ଥାନୀୟ ପୁଲିସ ଷ୍ଟେସନରେ ଏକ ମାମଲା ବି କରିଥିବା ଜଣାପଡ଼ିଛି।

ଗତ ଅଗଷ୍ଟ ୩୦ ତାରିଖରେ ସଂପୃକ୍ତ ମହିଳା ନିଜ ନାବାଳିକା ଝିଅ ସହ ଭୁବନେଶ୍ୱର ମହିଳା ଥାନାକୁ ଆସି ଏତଲା ଦେଇଥିଲେ। ଯେଉଁଥିରେ ଓଟିଭିର କିଛି କର୍ମଚାରୀଙ୍କ ସମେତ ଜଣେ ପୁଲିସ କର୍ମଚାରୀ ଓ ତାଙ୍କ ଦୁଇ ସହଯୋଗୀଙ୍କ ସଂପୃକ୍ତି ଥିବା ଉଲ୍ଲେଖ କରିଥିଲେ। ତେବେ ଏହି ପୁଲିସ କର୍ମଚାରୀ ଓ ତାଙ୍କ ସହଯୋଗୀମାନେ କିଏ, ତାହା ଏଯାଏ ପୁଲିସ ସ୍ପଷ୍ଟ କରିନାହିଁ। ସେପଟେ ମାମଲା ସଂପର୍କିତ ଅନେକ ତଥ୍ୟ ପଦାକୁ ଆସିସାରିଥିବା ବେଳେ ପୁଲିସ ଆଗକୁ କି ପଦକ୍ଷେପ ନେବ ଏବେ ତା ଉପରେ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story