ହାଇକୋର୍ଟକୁ ଗଲା ପୁରୀ ହାଜତ ମୃତ୍ୟୁ ମାମଲା

ପୁରୀ(ଓଡ଼ିଶା ରିପୋର୍ଟର): ହାଇକୋର୍ଟକୁ ଗଲା ପୁରୀ ପୁଲିସ ହେପାଜତ ମୃତ୍ୟୁ ମାମଲା। ହାଇକୋର୍ଟରେ ଏନେଇ ଆଇନଜୀବୀ ଶରତ ରାୟଗୁରୁ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ସମ୍ପୃକ୍ତ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ସେ ଅପିଲ କରିଛନ୍ତି। ସେପଟେ ଏହି ମାମଲାକୁ ହାଇକୋର୍ଟ ଗ୍ରହଣ କରି ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ସହ ସବିଶେଷ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର […]

highcourt

highcourt

Jitendra Garnayak
  • Published: Friday, 20 November 2020
  • Updated: 20 November 2020, 04:13 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ହାଇକୋର୍ଟକୁ ଗଲା ପୁରୀ ପୁଲିସ ହେପାଜତ ମୃତ୍ୟୁ ମାମଲା। ହାଇକୋର୍ଟରେ ଏନେଇ ଆଇନଜୀବୀ ଶରତ ରାୟଗୁରୁ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ସମ୍ପୃକ୍ତ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ସେ ଅପିଲ କରିଛନ୍ତି। ସେପଟେ ଏହି ମାମଲାକୁ ହାଇକୋର୍ଟ ଗ୍ରହଣ କରି ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ସହ ସବିଶେଷ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସେପଟେ ଏହି ଘଟଣାରେ ରମେଶଙ୍କ ପରିବାରର ୩ଜଣଙ୍କୁ ପୁଲିସ ଉଠାଇନେଇଛି। ରମେଶଙ୍କ ବାପା, ମାଆ ଓ ଦାଦାଙ୍କୁ ଗତକାଲିଠାରୁ ପୁଲିସ ନେଇଯାଇଥିବା ଅଭିଯୋଗ ହୋଇଛି। ଏ ପଯର୍ଯ୍ୟନ୍ତ ସେମାନେ ଘରକୁ ଫେରି ନାହାନ୍ତି। ଅନ୍ୟପଟେ ଜାତୀୟ ମାନବାଧିକାର ଫ୍ରଣ୍ଟ୍‌ର ସଦସ୍ୟମାନେ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି। ପରିବାରକୁ ୫୦ଲକ୍ଷ ସହାୟତା ଓ ଦୋଷୀ ପୁଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ମାନବାଧିକାର କର୍ମୀ ଦାବି କରିଛନ୍ତି।

ସୂଚନା ମୁତାବକ ଗୁରୁବାର ପୁଲିସ୍ ହେପାଜତରେ ପୁରୀ ବୀରମିତ୍ରପୁରର କେ.ରମେଶ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଥାର୍ଡ ଡିଗ୍ରୀ ଯୋଗୁଁ ରମେଶର ମୃତ୍ୟୁ ହୋଇଥିବା ଅଭିଯୋଗ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଜଣେ ସିଟିଂ ଜଜ୍ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିଲ॥ ଏସ୍‌ପି କହିଥିଲେ, NHRC ଗାଇଡ୍ ଲାଇନ୍ ଅନୁସାରେ ଘଟଣାର ତଦନ୍ତ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story