ବିଜେଡିରେ ମିଶିଲେ ଅମର ପଟ୍ଟନାୟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅବସରପ୍ରାପ୍ତ ପ୍ରିନ୍ସିପାଲ୍ ଏଜି ଅମର ପଟ୍ଟନାୟକ ଆଜି ବିଜେଡିରେ ଯୋଗ ଦେଇଛନ୍ତି।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି।

ବିଜେଡିର ଆଇଟି ମୁଖ୍ୟ ଭାବେ ତାଙ୍କୁ ଦାୟିତ୍ୱ ମିଳିଛି।

ବିଜେଡିରେ ଯୋଗ ଦେବା ପରେ ଅମର କହିଛନ୍ତି,“ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡିରେ ଯୋଗ ଦେଇଛି। ମୁଁ ରାଜ୍ୟ ପାଇଁ କିଛି କରିବାକୁ ଆଶା ରଖିଛି।”

Ordigital Desk
• Published: Wednesday, 29 August 2018
• Updated: 29 August 2018, 06:40 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅବସରପ୍ରାପ୍ତ ପ୍ରିନ୍ସିପାଲ୍ ଏଜି ଅମର ପଟ୍ଟନାୟକ ଆଜି ବିଜେଡିରେ ଯୋଗ ଦେଇଛନ୍ତି।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି।

ବିଜେଡିର ଆଇଟି ମୁଖ୍ୟ ଭାବେ ତାଙ୍କୁ ଦାୟିତ୍ୱ ମିଳିଛି।

ବିଜେଡିରେ ଯୋଗ ଦେବା ପରେ ଅମର କହିଛନ୍ତି,“ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡିରେ ଯୋଗ ଦେଇଛି। ମୁଁ ରାଜ୍ୟ ପାଇଁ କିଛି କରିବାକୁ ଆଶା ରଖିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos