ଅମର ଶତପଥୀ କାମଚଳା ବାଚସ୍ପତି, ୩୦-୩୧ରେ ଶପଥ ନେବେ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ମାସ ୩୦ ଓ ୩୧ତାରିଖରେ ବିଧାନସଭାର ଦୁଇଦିନିଆ ଅଧିବେଶନ ବସିବ। ଏହି ସ୍ୱଳ୍ପ ଅଧିବେଶନରେ ନବନିର୍ବାଚିତ ବିଧାୟକମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏହି ଅଧିବେଶନ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ। ବଡ଼ଚଣାର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତି ପାଇଛନ୍ତି। ସେ ନବନିର୍ବାଚିତ ବିଧାୟକମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଜୁନ୍ ୧ ତାରିଖରେ ବାଚସ୍ପତି ପାଇଁ ନିର୍ବାଚନ ହେବାର […]

Amar-Prasad-Satpathy

Manoranjan Sial
  • Published: Wednesday, 29 May 2019
  • , Updated: 29 May 2019, 08:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ମାସ ୩୦ ଓ ୩୧ତାରିଖରେ ବିଧାନସଭାର ଦୁଇଦିନିଆ ଅଧିବେଶନ ବସିବ। ଏହି ସ୍ୱଳ୍ପ ଅଧିବେଶନରେ ନବନିର୍ବାଚିତ ବିଧାୟକମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏହି ଅଧିବେଶନ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ। ବଡ଼ଚଣାର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତି ପାଇଛନ୍ତି। ସେ ନବନିର୍ବାଚିତ ବିଧାୟକମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଜୁନ୍ ୧ ତାରିଖରେ ବାଚସ୍ପତି ପାଇଁ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି।

Related story