ପିକଅପ୍‌ ଭ୍ୟାନ୍‌କୁ ପଛରୁ ପିଟିଲା ଆମ୍ବୁଲାନ୍ସ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଜାତୀୟ ରାଜପଥ ପାର୍ଶ୍ଵରେ ଛିଡା ହୋଇଥିବା କାଠ ବୋଝେଇ ପିକଅପ୍‌ ଭ୍ୟାନ୍‌କୁ  ପଛ ପଟୁ ପିଟିଲା ଆମ୍ବୁଲାନ୍ସ। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସର ୨ କର୍ମଚାରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥ  ଭଦ୍ରକ ଜିଲ୍ଲା ରାହାଞ୍ଜ ଛକ ନିକଟରେ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଆଜି ଭୋରରୁ ରାହାଞ୍ଜ ଛକ ନିକଟରେ  ଜାତୀୟ ରାଜପଥ ପାର୍ଶ୍ଵରେ କାଠ ବୋଝେଇ ଏକ […]

ambulance

ambulance

Niharika Rout
  • Published: Tuesday, 28 June 2022
  • Updated: 28 June 2022, 11:51 AM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ଜାତୀୟ ରାଜପଥ ପାର୍ଶ୍ଵରେ ଛିଡା ହୋଇଥିବା କାଠ ବୋଝେଇ ପିକଅପ୍‌ ଭ୍ୟାନ୍‌କୁ  ପଛ ପଟୁ ପିଟିଲା ଆମ୍ବୁଲାନ୍ସ। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସର ୨ କର୍ମଚାରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥ  ଭଦ୍ରକ ଜିଲ୍ଲା ରାହାଞ୍ଜ ଛକ ନିକଟରେ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଆଜି ଭୋରରୁ ରାହାଞ୍ଜ ଛକ ନିକଟରେ  ଜାତୀୟ ରାଜପଥ ପାର୍ଶ୍ଵରେ କାଠ ବୋଝେଇ ଏକ ପିକଅପ୍‌ ଭ୍ୟାନ୍‌ ଛିଡା ହୋଇଥିଲା । ଏହି ସମୟରେ ବାଲେଶ୍ୱର ପଟରୁ ଆସୁଥିବା  ଆମ୍ବୁଲାନ୍ସଟି  ପିକଅପ୍‌କୁ  ପଛପଟୁ ଧକ୍କା ଦେଇଥିଲା । ଫଳରେ  ପିକଅପ ଭ୍ୟାନ୍‌ଟି ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ନାଳକୁ ଓଲଟି ପଡିଥିଲା ।

ଦୁର୍ଘଟଣାରେ ଆମ୍ବୁଲାନ୍ସର ଡ୍ରାଇଭର ଓ କର୍ମଚାରୀ ଚାପି ହୋଇ ଯାଇଥିଲେ। ଖବର ପାଇ ଭଦ୍ରକ ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାର କରି ଉଭୟଙ୍କୁ ଭଦ୍ରକ ମେଡିକାଲକୁ ପଠାଇଛନ୍ତି । ଆମ୍ବୁଲାନ୍ସର ଦୁଇ କର୍ମଚାରୀଙ୍କର ପରିଚୟ ମିଳି ପାରି ନାହିଁ । ଆମ୍ବୁଲାନ୍ସଟି ତାମିଲନାଡୁ ରାଜ୍ୟର ହୋଇଥିବା ଅନୁମାନ କରାଯାଉଥିବା ବେଳେ କେଉଁଆଡେ ଯାଉଥିଲା ତାହା ଜଣା ପଡ଼ିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story