ଏଫଆରବିଏମ୍ ଆକ୍ଟରେ ସଂଶୋଧନକୁ ମଞ୍ଜୁରୀ, ଅଧିକ ଋଣ ପାଇଁ ବାଟ ଖୋଲିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଏଫଆରବିଏମ ଆକ୍ଟ-୨୦୦୫ରେ ସଂଶୋଧନ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଓଡ଼ିଶା ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଆଇନ-୨୦୦୫ରେ ସଂଶୋଧନ ଫଳରେ ରାଜ୍ୟ ସରକାର ଆସନ୍ତା ଆର୍ଥିକ ବର୍ଷରୁ ଅଧିକ ପରିମାଣର ଋଣ ଆହରଣ କରିବା ସମ୍ଭବପର ହୋଇପାରିବ ଓ ବିତ୍ତୀୟ ନିଅଣ୍ଟ ପରିମାଣ ମୋଟ ରାଜ୍ୟ ଜିଡିପିର ୩.୫%ରୁ ଆଉ ୨ ପ୍ରତିଶତ ବୃଦ୍ଧି ପାଇବ। ରାଜ୍ୟ କ୍ୟାବିନେଟରେ ଏହି ଏଫଆରବିଏମ୍ ଆକ୍ଟ ସଂଶୋଧନ ଦ୍ୱାରା ରାଜ୍ୟ […]

frbm

frbm

Manoranjan Sial
  • Published: Tuesday, 09 February 2021
  • Updated: 09 February 2021, 10:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଏଫଆରବିଏମ ଆକ୍ଟ-୨୦୦୫ରେ ସଂଶୋଧନ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଓଡ଼ିଶା ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଆଇନ-୨୦୦୫ରେ ସଂଶୋଧନ ଫଳରେ ରାଜ୍ୟ ସରକାର ଆସନ୍ତା ଆର୍ଥିକ ବର୍ଷରୁ ଅଧିକ ପରିମାଣର ଋଣ ଆହରଣ କରିବା ସମ୍ଭବପର ହୋଇପାରିବ ଓ ବିତ୍ତୀୟ ନିଅଣ୍ଟ ପରିମାଣ ମୋଟ ରାଜ୍ୟ ଜିଡିପିର ୩.୫%ରୁ ଆଉ ୨ ପ୍ରତିଶତ ବୃଦ୍ଧି ପାଇବ।

ରାଜ୍ୟ କ୍ୟାବିନେଟରେ ଏହି ଏଫଆରବିଏମ୍ ଆକ୍ଟ ସଂଶୋଧନ ଦ୍ୱାରା ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ରାଜ୍ୟ ଜିଡିପିର ଅତିରିକ୍ତ ୨ ପ୍ରତିଶତ ବିତ୍ତୀୟ ନିଅଣ୍ଟ ଅର୍ଥ ଆହରଣ କରିପାରିବେ। ଏଥିରେ ଜିଏସଡିପିର ୧ ପ୍ରତିଶତ ନିଃସର୍ତ୍ତମୂଳକ ଋଣ ଆହରଣ ହୋଇଥିବାବେଳେ ବାକି ୧ ପ୍ରତିଶତ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ୪ଟି ସଂସ୍କାରମୂଳକ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ନିର୍ଭରଶୀଳ। ଗୋଟିଏ ରାଷ୍ଟ୍ର, ଗୋଟିଏ ରାସନ କାର୍ଡ, ବ୍ୟବସାୟ ସହଜୀକରଣ ପାଇଁ ସଂସ୍କାରମୂଳକ ପଦକ୍ଷେପ, ପୌର ସ୍ୱାୟତ୍‌ତ ସଂସ୍ଥାରେ ସଂସ୍କାର ଓ ଶକ୍ତି କ୍ଷେତ୍ରରେ ସଂସ୍କାର ପାଇଁ ଏହି ଅତିରିକ୍ତ ୧ ପ୍ରତିଶତ ବିତ୍ତୀୟ ନିଅଣ୍ଟ ସୁବିଧା ମିଳିବ। ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷର ଅବ୍ୟବହୃତ ବିତ୍ତୀୟ ନିଅଣ୍ଟକୁ ପରବର୍ତ୍ତୀ ବର୍ଷକୁ ବହନ କରିବା, ଜିଏସଟି କ୍ଷତିପୂରଣ ହ୍ରାସକୁ ଏକ ସ୍ୱତନ୍ତ୍ର ବ୍ୟବସ୍ଥାରେ ଋଣ ଆହରଣ, କେନ୍ଦ୍ର ସରକାରଙ୍କ ଦ୍ୱାରା ୫୦ବର୍ଷ ଅବଧିର ସୁଧମୁକ୍ତ ଋଣ ପ୍ରଦାନ ସାମିଲ ରହିଛି।

ତେଣୁ ଆଜି କ୍ୟାବିନେଟରେ ଏଫଆରବିଏମ ଆକ୍ଟର ସଂଶୋଧନ ଫଳରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟରେ ବିତ୍ତୀୟ ନିଅଣ୍ଟ ପରିମାଣ ମୋଟ ରାଜ୍ୟ ଜିଡିପିର ୩.୫% ମଧ୍ୟରେ ସୀମିତ ନରହି ତାହା ବୃଦ୍ଧି ପାଇବାର ଆକଳନ କରାଯାଉଛି। ୨୦୧୯-୨୦ରେ ମୋଟ ଜିଏସଡିପି ୫ଲକ୍ଷ ୩୩ହଜାର ୮୨୨ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ଜିଏସଡିପିର ୩ ପ୍ରତିଶତ(୧୭୮୭୮କୋଟି ଟଙ୍କା) ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story