ସମବାୟ ବିଭାଗର ଦୁର୍ନୀତିର ଖୋଳତାଡ଼: ପ୍ରଥମେ ହଁ,ଏବେ ନା

ଆଠଗଡ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଠଗଡ଼ ଗୁରୁଡିଝାଟିଆର ଚାଷୀ ରବୀନ୍ଦ୍ର ଷଣ୍ଢ। ଗୁରୁଡ଼ିଝାଟିଆ ସମବାୟ ସମିତିରୁ ଥରେ ୧୨ ହଜାର ଓ ଆଉ ଥରେ ଋଣ କରିଥିଲେ ୭ ହଜାର ଟଙ୍କା । କିନ୍ତୁ ଖାତାରେ ଚଢ଼ିଛି ଅଢେଇ ଲକ୍ଷ ଟଙ୍କାର ଲୋନ୍ । ସମବାୟ ସମିତିର ସେକ୍ରେଟାରୀ ଜାଲିଆତି କରି ଲକ୍ଷ ଲକ୍ଷ ଟଙ୍କା ହଡପ୍ କରିଥିବା ଅଭିଯୋଗ ଆସିଛି  ଆଠଗଡ଼ରୁ। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୨୬ଟି ସମବାୟ ସମିତିରେ ହୋଇଛି ଏଭଳି କୋଟି କୋଟି […]

7n

7n

Tapas Behera
  • Published: Monday, 18 January 2021
  • Updated: 18 January 2021, 07:31 PM IST

ଆଠଗଡ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଠଗଡ଼ ଗୁରୁଡିଝାଟିଆର ଚାଷୀ ରବୀନ୍ଦ୍ର ଷଣ୍ଢ। ଗୁରୁଡ଼ିଝାଟିଆ ସମବାୟ ସମିତିରୁ ଥରେ ୧୨ ହଜାର ଓ ଆଉ ଥରେ ଋଣ କରିଥିଲେ ୭ ହଜାର ଟଙ୍କା । କିନ୍ତୁ ଖାତାରେ ଚଢ଼ିଛି ଅଢେଇ ଲକ୍ଷ ଟଙ୍କାର ଲୋନ୍ । ସମବାୟ ସମିତିର ସେକ୍ରେଟାରୀ ଜାଲିଆତି କରି ଲକ୍ଷ ଲକ୍ଷ ଟଙ୍କା ହଡପ୍ କରିଥିବା ଅଭିଯୋଗ ଆସିଛି  ଆଠଗଡ଼ରୁ। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୨୬ଟି ସମବାୟ ସମିତିରେ ହୋଇଛି ଏଭଳି କୋଟି କୋଟି ଟଙ୍କାର ଋଣ ଜାଲିଆତି ହୋଇଥିବା ଜଣାପଡ଼ିଛି । କିଛି ଅସହାୟ ଚାଷୀ ବାରଦ୍ୱାର ଦୌଡ଼ି ନ୍ୟାୟ ନପାଇବାରୁ ଶେଷରେ ବିଧାନସଭା ନିକଟରେ ଆତ୍ମାହୂତି କରିବାକୁ ଉଦ୍ୟମ କରିଥିଲେ।

କେବଳ ଆଠଗଡ଼ ନୁହେଁ ରାଜ୍ୟର ବିଭିନ୍ନ ସମବାୟ ସମିତିରେ ଏଭଳି ପୁଳାପୁଳା ଦୁର୍ନୀତିର ଅଭିଯୋଗ ହୋଇଛି । ୨୦୧୯ରେ କୋପରେଟିଭ୍ ରେଜିଷ୍ଟ୍ରାର,  ଡିଭିଜନାଲ୍ ଡେପୁଟି ରେଜିଷ୍ଟ୍ରାର ଓ ସର୍କଲ୍ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଥିଲେ।

ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ସମବାୟ ସମିତି ଦୁର୍ନୀତିରେ ସୋସାଇଟି ସେକ୍ରଟାରୀ ଓ କର୍ମଚାରୀଙ୍କ ସଂପୃକ୍ତି ରହିଛି । ଆର୍ଥିକ ଅନିୟମିତତା, ଟଙ୍କା ହେରଫେର୍ ଓ ବେଆଇନ କାର୍ଯ୍ୟ ଭଳି ସଙ୍ଗୀନ ଅଭିଯୋଗ କଥା ବି ଦର୍ଶାଯାଇଛି । ଏମିତିକି ପ୍ୟାକସ୍ ଓ ଲ୍ୟାମ୍ପସ୍ ଅଧିନରେ ଥିବା ଚାଷୀମାନଙ୍କୁ ହଇରାଣ ହରକତ କରାଯାଉଛି । ସରକାର ବି ଏଥିପାଇଁ ଅଡୁଆରେ ପଡୁଛନ୍ତି । ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାଯର୍ୟାନୁଷ୍ଠାନ ନେବାକୁ ବି ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଏହି ଚିଠିର ପ୍ରାୟ ୧୬ ମାସ ପରେ ପୁରୁଣା ନିର୍ଦ୍ଦେଶନାମା ଉପରେ ଲାଗିଛି ରୋକ୍ । ଗତ ଜାନୁଆରୀ ୧୫ରେ ଜାରି ହୋଇଥିବା ସାନି ଚିଠିରେ ତଦନ୍ତ ପ୍ରକ୍ରିୟା ସ୍ଥଗିତ କରିବାକୁ କୁହାଯାଇଛି । ଏବେ ପ୍ରଶ୍ନ, କାହିଁକି ସମବାୟ ବିଭାଗ ଏଭଳି ନିଷ୍ପତ୍ତି ନେଲା? ପ୍ରଥମେ ତଦନ୍ତ ନିର୍ଦ୍ଦେଶ ପରେ ଏବେ କାହିଁକି ସ୍ଥଗିତ ରଖିବାକୁ କୁହାଗଲା? ଏହା ପଛରେ କାହାର ଚାପ ରହିଛି କି?  ଖୋଦ୍ ସମବାୟ ମନ୍ତ୍ରୀ ମନ୍ତ୍ରୀଙ୍କ ଭାଇ ଓ କେତେକ ଶାସକ ଦଳ ନେତା ଦୁର୍ନୀତିରେ ସିଧାସଖଳ ସଂପୃକ୍ତି ଥିବାରୁ ତଦନ୍ତକୁ ବନ୍ଦ କରାଗଲା କି? ନା ଆଗକୁ ସମବାୟ ନିର୍ବାଚନ ଥିବାରୁ ଏଭଳି ଆଭିମୁଖ୍ୟ? ତାକୁ ନେଇ ପ୍ରଶ୍ନ ଉଠିଛି ବିଜେପି ଓ କଂଗ୍ରେସ୍ ଏହାକୁ ସରକାରଙ୍କୁ ଦୋମୁହାଁ ନୀତି ବୋଲି କଡ଼ା ସାମଲୋଚାନ କରିଛନ୍ତି । ବିଜେଡି କିନ୍ତୁ ମୁହଁ ଖୋଲିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story