ମୁମୂର୍ଷ ଅବସ୍ଥାରେ ରାସ୍ତା କଡ଼ରୁ ନାବାଳିକା ଉଦ୍ଧାର , ମରଣ ସହ କରୁଛି ସଂଘର୍ଷ

କରଞ୍ଜିଆ(ଦୀପକ କୁମାର ମହନ୍ତ): ମୁମୂର୍ଷ ଅବସ୍ଥାରେ ରାସ୍ତା କଡ଼ରୁ ଉଦ୍ଧାର ହେଲା ନାବାଳିକା।  ନିଜ ଉପରେ ଘଟିଥିବା ଅକଥନୀୟ ନିର୍ଯାତନା ସମ୍ପର୍କରେ କିଛି କହିପାରୁ ନ ଥିବା ନାବାଳିକାଟି ଏବେ ମରଣ ସହ ସଂଘର୍ଷ କରୁଛି। ଏପରି ଅଭାବନୀୟ ଘଟଣା ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳ ନିକଟରେ ଦେଖିବାକୁ ମିଳିଛି। ଗୁରୁତର ନାବାଳିକାକୁ କରଞ୍ଜିଆ ମେଡିକାଲରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ,   ଚଢ଼େଇଭୋଳ ନିକଟ ଦେଇ ଯାଇଥିବା […]

minor girl

minor girl

Niharika Rout
  • Published: Wednesday, 03 March 2021
  • Updated: 03 March 2021, 11:16 AM IST

Sports

Latest News

କରଞ୍ଜିଆ(ଦୀପକ କୁମାର ମହନ୍ତ): ମୁମୂର୍ଷ ଅବସ୍ଥାରେ ରାସ୍ତା କଡ଼ରୁ ଉଦ୍ଧାର ହେଲା ନାବାଳିକା।  ନିଜ ଉପରେ ଘଟିଥିବା ଅକଥନୀୟ ନିର୍ଯାତନା ସମ୍ପର୍କରେ କିଛି କହିପାରୁ ନ ଥିବା ନାବାଳିକାଟି ଏବେ ମରଣ ସହ ସଂଘର୍ଷ କରୁଛି। ଏପରି ଅଭାବନୀୟ ଘଟଣା ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳ ନିକଟରେ ଦେଖିବାକୁ ମିଳିଛି। ଗୁରୁତର ନାବାଳିକାକୁ କରଞ୍ଜିଆ ମେଡିକାଲରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ,   ଚଢ଼େଇଭୋଳ ନିକଟ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଏକ ନାଳ ନିକଟରେ ଆଜି ସକାଳୁ ସକାଳୁ  ଏକ ୭/୮ ବର୍ଷର  ନାବାଳିକାଟି ମୁମୂର୍ଷ ଅବସ୍ଥାରେ ପଡ଼ିଥିଲା। ନାବାଳିକାଟି ବିବସ୍ତ୍ର ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଦେଖି ସଙ୍ଗେ ସଙ୍ଗେ ପୁଲିସ୍‌କୁ ଖବର ଦେଇଥିଲେ।

ଘଟଣା ସ୍ଥଳରୁ  ପୁଲିସ୍‌ ନାବାଳିକାକୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାରକରି  ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟକୁ ଆଣିଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେଠାରୁ ତାକୁ କଟକ ବଡ଼ ମେଡିକାଲ ରେଫର କରି ଦିଆଯାଇଛି।   ତେବେ ବର୍ତ୍ତମାନ ସୁଦ୍ଧା ନାବାଳିକାର ପରିଚୟ ମିଳି ପାରିନି । ଏ ନେଇ ଅଧିକ ତଦନ୍ତ କରୁଛି କରଞ୍ଜିଆ ପୁଲିସ୍‌।

ପାରିପାର୍ଶ୍ୱିକ ସ୍ଥିତିରୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରି କେହି ନାବାଳିକାକୁ ଛାଡ଼ି ଚାଲିଥିବା ପୁଲିସ୍‌ ଅନୁମାନ କରୁଛି। ତେବେ ଦୁର୍ବୃତ୍ତ ନାବାଳିକାର ବେକ ଚିପି ଦେଇଥିବାରୁ ସେ ପ୍ରକୃତ ଘଟଣା କହିପାରୁନାହିଁ। ଅପରପକ୍ଷେ ନାବାଳିକାର ଘର କେଉଁଠି, ସେ ସେଠାକୁ କିପରି ଆସିଲା ସେ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍‌।  ମୟୂରଭଞ୍ଜ ଏସ୍‌ପି ମେଡିକାଲରେ ପହଞ୍ଚି ନାବାଳିକାର ସ୍ଥିତି ଦେଖିବା ସହ ଘଟଣାର ତଦନ୍ତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story