ଆସନ୍ତାକାଲି ଓଡ଼ିଶା ଆସିବେ ଅମିତ ଶାହା, ଜୁଏଲ କହିଲେ ଆମ ପାଇଁ ପରୀକ୍ଷାର ବେଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଏହି ଅବସରରେ ସେ ଭୁବନେଶ୍ୱର, ପୁରୀ ସହ ୩ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ପ୍ରତି ପଞ୍ଚାୟତର ୨ ଜଣ ପ୍ରତିନିଧିଙ୍କୁ ନେଇ ସମୀକ୍ଷା କରିବେ। ଶାହାଙ୍କ ଗସ୍ତ ନେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏହି  ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ପରୀକ୍ଷା ପୂର୍ବରୁ ଯେପରି ଭୟ ଥାଏ, କର୍ମକର୍ତ୍ତାଙ୍କ ମଧ୍ୟରେ ସେମିତି ଭୟ […]

amit

amit

Rakesh Mallick
  • Published: Saturday, 30 June 2018
  • Updated: 30 June 2018, 02:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଏହି ଅବସରରେ ସେ ଭୁବନେଶ୍ୱର, ପୁରୀ ସହ ୩ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ପ୍ରତି ପଞ୍ଚାୟତର ୨ ଜଣ ପ୍ରତିନିଧିଙ୍କୁ ନେଇ ସମୀକ୍ଷା କରିବେ। ଶାହାଙ୍କ ଗସ୍ତ ନେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏହି  ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ପରୀକ୍ଷା ପୂର୍ବରୁ ଯେପରି ଭୟ ଥାଏ, କର୍ମକର୍ତ୍ତାଙ୍କ ମଧ୍ୟରେ ସେମିତି ଭୟ ରହିଛି। ତଥାପି ୯୦ରୁ ୯୫ ପ୍ରତିଶତ ନମ୍ବର ରଖିବା ନେଇ ଆମେ ଆଶାବାଦୀ ରହିଛୁ। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ସବୁଦଳ ଏବେ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ ଏଥିରୁ ବିଜେପି ମଧ୍ୟ ବାଦ୍‌ ପଡ଼ି ନାହିଁ। ପୂର୍ବରୁ ନିକଟ ଅତୀତରେ ବାରମ୍ବାର ଅମିତ୍‌ ଓଡ଼ିଶା ଗସ୍ତ କରିଛନ୍ତି। ଗତ୍‌ ଜୁନ୍‌ମାସରେ  ଅମିତ୍ ଶାହା ଆସି କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଯାଇଥିଲେ। ବିଜେପି ଟାର୍ଗେଟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ରହିଥିବା ପୂର୍ବରୁ ବାରମ୍ବାର କହିଆସିଛନ୍ତି ଅମିତ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story