ଚିଟ୍‌ଫଣ୍ଡ ଘୋଟାଲାକୁ ଅସ୍ତ୍ର କରି ନବୀନଙ୍କ ଉପରେ ବର୍ଷିଲେ ଶାହ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ମାରାଥନ୍ ପ୍ରଚାର କରିଛନ୍ତି। ଢେଙ୍କାନାଳ ଓ ବଡ଼ମ୍ବାରେ ନିର୍ବାଚନ ପ୍ରଚାର କରି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଖାସକରି ଚିଟ୍‌ଫଣ୍ଡ ଘୋଟାଲାକୁ ନେଇ ସେ ନବୀନ ପଟ୍ଟନାୟକଙ୍କ ସରକାରକୁ ଟାର୍ଗେଟ କରିଛନ୍ତି ଶାହ। ସେ କହିଛନ୍ତି-“ଚିଟଫଣ୍ଡ ଘୋଟାଲାରେ ଗରିବ ଲୋକେ ତଳିତଳାନ୍ତ ହୋଇଛନ୍ତି। ଚିଟଫଣ୍ଡ ଅଭିଯୁକ୍ତଙ୍କ ସହ ନବୀନ ସରକାରଙ୍କ ମିଲିଭଗତ ଚାଲିଥିଲା। ବିଜେପି କ୍ଷମତାକୁ ଆସିଲେ ୯୦ ଦିନରେ ସବୁ ଅଭିଯୁକ୍ତଙ୍କୁ ଜେଲ […]

amit

amit

Manoranjan Sial
  • Published: Wednesday, 17 April 2019
  • Updated: 17 April 2019, 08:07 PM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ମାରାଥନ୍ ପ୍ରଚାର କରିଛନ୍ତି। ଢେଙ୍କାନାଳ ଓ ବଡ଼ମ୍ବାରେ ନିର୍ବାଚନ ପ୍ରଚାର କରି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଖାସକରି ଚିଟ୍‌ଫଣ୍ଡ ଘୋଟାଲାକୁ ନେଇ ସେ ନବୀନ ପଟ୍ଟନାୟକଙ୍କ ସରକାରକୁ ଟାର୍ଗେଟ କରିଛନ୍ତି ଶାହ।

ସେ କହିଛନ୍ତି-“ଚିଟଫଣ୍ଡ ଘୋଟାଲାରେ ଗରିବ ଲୋକେ ତଳିତଳାନ୍ତ ହୋଇଛନ୍ତି। ଚିଟଫଣ୍ଡ ଅଭିଯୁକ୍ତଙ୍କ ସହ ନବୀନ ସରକାରଙ୍କ ମିଲିଭଗତ ଚାଲିଥିଲା। ବିଜେପି କ୍ଷମତାକୁ ଆସିଲେ ୯୦ ଦିନରେ ସବୁ ଅଭିଯୁକ୍ତଙ୍କୁ ଜେଲ ପଠାଯିବ।”

ଢେଙ୍କାନାଳ ସଭାରେ ଶାହ ଖୋର୍ଦ୍ଧା ବିଜେପି କର୍ମୀ ମଙ୍ଗୁଳି ଜେନା ହତ୍ୟା ପ୍ରସଙ୍ଗ ଉଠାଇଥିଲେ। ଏମିତି କରି ଆମକୁ କେହି ଡରାଇ ପାରିବେନି ବୋଲି ଶାହ କହିଛନ୍ତି। ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନକରି ନବୀନ କାହିଁକି ଓଡ଼ିଶା ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧାରୁ ବଞ୍ଚିତ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।

ଶାହ କହିଛନ୍ତି-“ବିଜେପି ସରକାର ଆସିଲେ ସବୁ SHGକୁ ଋଣ ଛାଡ଼ କରାଯିବା ସହ ୫ ବର୍ଷରେ ଓଡ଼ିଶା ଡବଲ ଇଂଜିନରେ ଦେଶର ୧ ନମ୍ବର ହେବ।”
ସେହିପରି ନିଜ ଭାଷଣରେ ଶାହ କଂଗ୍ରେସକୁ ଟାର୍ଗେଟ କରିବା ସହ ୫୫ ବର୍ଷରେ ଦଳ ଗରିବଙ୍କ ପାଇଁ କିଛି କରିନଥିବା କହିଥିଲେ।

ତେବେ ଶାହଙ୍କ ଅଭିଯୋଗ ନେଇ ବିଜେଡି ଓ କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story