ଏମକେସିଜି ଡାକ୍ତରୀ ଛାତ୍ରଙ୍କ ଗିରଫଦାରୀକୁ ଏସସିବି ଜୁନିୟର ଡାକ୍ତର ସଂଘର ପ୍ରତିବାଦ: ସନ୍ଧ୍ୟା ସୁଦ୍ଧା ଦାବିପୂରଣ ନ ହେଲେ କାର୍ଯ୍ୟବନ୍ଦ

କଟକ: ଏମକେସିଜି ମେଡ଼ିକାଲର ୯ ଜଣ ଡାକ୍ତରୀ ଛାତ୍ରଙ୍କ ଗିରଫଦାରୀକୁ ଏସସିବି ଜୁନିୟର ଡାକ୍ତରସଂଘ ପ୍ରତିବାଦ କରିଛି । ଗିରଫ ଡାକ୍ତରୀ ଛାତ୍ରଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବା ପାଇଁ ସଂଘ ଦାବି କରିଛି। ଏ ନେଇ ସଂଘ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଦାବି ପୂରଣ  ନ ହେଲେ ସେମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଏସସିବି […]

cuttack

Rakesh Mallick
  • Published: Monday, 08 February 2016
  • , Updated: 08 February 2016, 08:19 AM IST

କଟକ: ଏମକେସିଜି ମେଡ଼ିକାଲର ୯ ଜଣ ଡାକ୍ତରୀ ଛାତ୍ରଙ୍କ ଗିରଫଦାରୀକୁ ଏସସିବି ଜୁନିୟର ଡାକ୍ତରସଂଘ ପ୍ରତିବାଦ କରିଛି । ଗିରଫ ଡାକ୍ତରୀ ଛାତ୍ରଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବା ପାଇଁ ସଂଘ ଦାବି କରିଛି। ଏ ନେଇ ସଂଘ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଦାବି ପୂରଣ  ନ ହେଲେ ସେମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଏସସିବି ଜୁନିୟର ଡାକ୍ତର ଛାତ୍ର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Related story