ଅମୃତ ଯୋଜନାରେ ପ୍ରକଳ୍ପ କାର୍ଯ୍ୟକାରୀ ନେଇ ପିଏଚଓ ଓ ସ୍ୱେରେଜ ବୋର୍ଡ ସହ ରାଜ୍ୟ ସରକାରଙ୍କ ଏମଓୟୁ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅମୃତ ଯୋଜନା ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ପବ୍ଲିକ ହେଲଥ ଅର୍ଗାନାଇଜେସନ (ପିଏଚଓ) ଓ ସ୍ୱେରେଜ ବୋର୍ଡ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର। ଏହା ୯ଟି ସହରରେ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ସମ୍ପୃକ୍ତ ସହରଗୁଡ଼ିକରେ ହେବାକୁ ଥିବା ଜଳ ଓ ସ୍ୱେରେଜ ପ୍ରକଳ୍ପଗୁଡ଼ିକୁ ପିଏଚ୍ଓ ଓ ସ୍ୱେରେଜ ବୋର୍ଡ କରିବେ। ଏମଓୟୁରେ ୨୪ଘଣ୍ଟିଆ ଜଳଯୋଗାଣ ଓ ଡ୍ରେନେଜ୍ ବ୍ୟବସ୍ଥା  ଉପରେ ଗୁରୁତ୍ୱ ଦିଆଯାଇଛି। ଅମୃତ ଯୋଜନାରେ ଭୁବନେଶ୍ୱର ସମେତ […]

mou

Rakesh Mallick
  • Published: Thursday, 07 January 2016
  • , Updated: 08 January 2016, 04:02 AM IST

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅମୃତ ଯୋଜନା ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ପବ୍ଲିକ ହେଲଥ ଅର୍ଗାନାଇଜେସନ (ପିଏଚଓ) ଓ ସ୍ୱେରେଜ ବୋର୍ଡ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର। ଏହା ୯ଟି ସହରରେ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ସମ୍ପୃକ୍ତ ସହରଗୁଡ଼ିକରେ ହେବାକୁ ଥିବା ଜଳ ଓ ସ୍ୱେରେଜ ପ୍ରକଳ୍ପଗୁଡ଼ିକୁ ପିଏଚ୍ଓ ଓ ସ୍ୱେରେଜ ବୋର୍ଡ କରିବେ। ଏମଓୟୁରେ ୨୪ଘଣ୍ଟିଆ ଜଳଯୋଗାଣ ଓ ଡ୍ରେନେଜ୍ ବ୍ୟବସ୍ଥା  ଉପରେ ଗୁରୁତ୍ୱ ଦିଆଯାଇଛି। ଅମୃତ ଯୋଜନାରେ ଭୁବନେଶ୍ୱର ସମେତ ୫ଟି ମହାନଗର ଓ ୪ଟି ପୌରପାଳିକାକୁ ସାମିଲ କରାଯାଇଛି ବୋଲି କହିଛନ୍ତି କମିଶନର କିଷନ୍ କୁମାର।

Related story