ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି କେନ୍ଦ୍ରାପଡାର ଶ୍ରୀବଳଦେବ ଜିଉଙ୍କ ଜନ୍ମତିଥି

କେନ୍ଦ୍ରାପଡା: ଆଜି ଶ୍ରୀବଳଦେବ ଜିଉଙ୍କ ଜନ୍ମତିଥି। ଏଥିପାଇଁ ଚଳଚଞ୍ଚଳ କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟ ଠାକୁର ବଳଦେବଜିଉଙ୍କ ପୀଠ। ଏଠାରେ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ଶ୍ରୀବଳଦେବ ଜିଉଙ୍କ ଜନ୍ମତିଥି। ଏହି ଦିନରେ ବଳଦେବଜିଉଙ୍କ ପ୍ରତୀକ ଭାବେ ଗୋମାତାଙ୍କୁ ପୂଜା କରିବାର ପରମ୍ପରା ରହିଛି। ଏଥିପାଇଁ ଆଜି ସକାଳୁ ସକାଳୁ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀମାନେ ଗୋମାତାଙ୍କୁ ପୂଜା କରିବା ସହ ହଳ ଲଙ୍ଗଳକୁ ମଧ୍ୟ ପୂଜା କରୁଛନ୍ତି। ପୌରାଣିକ କିମ୍ୱଦନ୍ତୀ କହେ […]

kendrapada

kendrapada

Rakesh Mallick
  • Published: Saturday, 29 August 2015
  • Updated: 29 August 2015, 04:49 AM IST

Sports

Latest News

କେନ୍ଦ୍ରାପଡା: ଆଜି ଶ୍ରୀବଳଦେବ ଜିଉଙ୍କ ଜନ୍ମତିଥି। ଏଥିପାଇଁ ଚଳଚଞ୍ଚଳ କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟ ଠାକୁର ବଳଦେବଜିଉଙ୍କ ପୀଠ। ଏଠାରେ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ଶ୍ରୀବଳଦେବ ଜିଉଙ୍କ ଜନ୍ମତିଥି।

ଏହି ଦିନରେ ବଳଦେବଜିଉଙ୍କ ପ୍ରତୀକ ଭାବେ ଗୋମାତାଙ୍କୁ ପୂଜା କରିବାର ପରମ୍ପରା ରହିଛି। ଏଥିପାଇଁ ଆଜି ସକାଳୁ ସକାଳୁ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀମାନେ ଗୋମାତାଙ୍କୁ ପୂଜା କରିବା ସହ ହଳ ଲଙ୍ଗଳକୁ ମଧ୍ୟ ପୂଜା କରୁଛନ୍ତି। ପୌରାଣିକ କିମ୍ୱଦନ୍ତୀ କହେ ରୋହିଣୀଙ୍କ ଗର୍ଭରୁ ମହାପ୍ରଭୁ ବଳଦେବଜିଉ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story