ଓଡ଼ିଶା ପାଇଁ ଗୌରବ ଆଣିଲେ ଅନ୍ୟା

ଜାମସେଦପୁର(ରବି ଝା): ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପରୀକ୍ଷାରେ ଓଡ଼ିଆ ଝିଅ ଅନ୍ୟା ଦାସ କମାଲ କରିଛନ୍ତି। ସେ ୬୦ତମ ରାଙ୍କରେ ରହି ଓଡ଼ିଶା ଓ ଝାରଖଣ୍ଡ ପାଇଁ ଗୌରବ ଆଣିଛନ୍ତି। ସେ ଏବେ ଜାମସେଦପୁରରେ ରହୁଛନ୍ତି। ଅନ୍ୟା ୨୦୧୬ ମସିହାରେ UPSC ପରୀକ୍ଷାରେ ୫୭୯ ରାଙ୍କରେ ରହିଥିଲେ। ତାଙ୍କୁ ରେଳ ବିଭାଗର ପର୍ସନାଲ୍‌ ସର୍ଭିସ୍‌ ମିଳିଥିଲା। ସେଥିପାଇଁ ସେ ବର୍ତ୍ତମାନ ଗୁଜରାଟର ଭଦୋଦରାରେ ତାଲିମ ନେଉଛନ୍ତି। କିନ୍ତୁ ଆଇଏଏସ୍‌ ହେବା ପାଇଁ ତାଙ୍କ ମନରେ ପ୍ରବଳ […]

anayaa-das-who-secured-60th-rank-in-ias-exams-is-from-odisha

anayaa-das-who-secured-60th-rank-in-ias-exams-is-from-odisha

Manoranjan Sial
  • Published: Monday, 22 April 2019
  • Updated: 22 April 2019, 06:01 PM IST

Sports

Latest News

ଜାମସେଦପୁର(ରବି ଝା): ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପରୀକ୍ଷାରେ ଓଡ଼ିଆ ଝିଅ ଅନ୍ୟା ଦାସ କମାଲ କରିଛନ୍ତି। ସେ ୬୦ତମ ରାଙ୍କରେ ରହି ଓଡ଼ିଶା ଓ ଝାରଖଣ୍ଡ ପାଇଁ ଗୌରବ ଆଣିଛନ୍ତି। ସେ ଏବେ ଜାମସେଦପୁରରେ ରହୁଛନ୍ତି।

ଅନ୍ୟା ୨୦୧୬ ମସିହାରେ UPSC ପରୀକ୍ଷାରେ ୫୭୯ ରାଙ୍କରେ ରହିଥିଲେ। ତାଙ୍କୁ ରେଳ ବିଭାଗର ପର୍ସନାଲ୍‌ ସର୍ଭିସ୍‌ ମିଳିଥିଲା। ସେଥିପାଇଁ ସେ ବର୍ତ୍ତମାନ ଗୁଜରାଟର ଭଦୋଦରାରେ ତାଲିମ ନେଉଛନ୍ତି। କିନ୍ତୁ ଆଇଏଏସ୍‌ ହେବା ପାଇଁ ତାଙ୍କ ମନରେ ପ୍ରବଳ ଇଚ୍ଛା ଥିଲା। ତେଣୁ ୨୦୧୮ ମସିହାରେ ସେ ଆଉଥରେ UPSC ପରୀକ୍ଷା ଦେଇଥିଲେ। ଯେଉଁଥିରେ ସେ ୬୦ ତମ ରାଙ୍କରେ ରହିଛନ୍ତି।

ଅନ୍ୟାଙ୍କ ପରିବାର ଝାରଖଣ୍ଡର ଜାମସେଦପୁରରେ ରୁହନ୍ତି। ତାଙ୍କ ବାପା ବାଦଲ ଭୂୟାଁ ଜଣେ ସାମ୍ୱାଦିକ। ସେ ଓଡ଼ିଆ ପତ୍ରିକା ‘ସିଂହଭୂମ’ର ସମ୍ପାଦକ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos