ଆନନ୍ଦପୁର: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଶୋଶୋ ଥାନା ଅନ୍ତର୍ଗତ କୁଶଟିକିରି ଗାଁରେ ଆଜି ଭୋର ପ୍ରାୟ ୫ଟା ବେଳେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଶଶିକଳା ନାୟିକ। ଶଶିକଳା ଗାଁ ରାସ୍ତାରେ ଯାଉଥିବା ବେଳେ ହଠାତ୍ ହାତୀ ସହିତ ମୁହାଁମୁହିଁ ହୋଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ କଚାଡ଼ି କଚାଡ଼ି ମାରି ଦେଇଥିଲା। ଖବର ପାଇ ପୋଲିସ୍ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

elephent

Rakesh Mallick
  • Published: Wednesday, 15 June 2016
  • , Updated: 15 June 2016, 10:50 AM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଶୋଶୋ ଥାନା ଅନ୍ତର୍ଗତ କୁଶଟିକିରି ଗାଁରେ ଆଜି ଭୋର ପ୍ରାୟ ୫ଟା ବେଳେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଶଶିକଳା ନାୟିକ।

ଶଶିକଳା ଗାଁ ରାସ୍ତାରେ ଯାଉଥିବା ବେଳେ ହଠାତ୍ ହାତୀ ସହିତ ମୁହାଁମୁହିଁ ହୋଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ କଚାଡ଼ି କଚାଡ଼ି ମାରି ଦେଇଥିଲା। ଖବର ପାଇ ପୋଲିସ୍ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

Related story