ମିଳିଲାନି ସ୍ଥଗିତାଦେଶ, ଆସନ୍ତାକାଲି ଓଡ଼ିଶାରେ ଆନ୍ଧ୍ର କରିବ ନିର୍ବାଚନ

କୋରାପୁଟ/ନୂଆଦିଲ୍ଲୀ:(ଓଡ଼ିଶା ରିପୋର୍ଟର):କୋଟିଆର ୩ ଗାଁରେ ପଞ୍ଚାୟତ ନିର୍ବାଚନ କରି ଅଦାଲତ ଅବମାନନା କରିଥିବା ଅଭିଯୋଗରେ ଓଡ଼ିଶା ପକ୍ଷରୁ ଦାଏର ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଉକ୍ତ ମାମଲାରେ ଆନ୍ଧ୍ରକୁ ନୋଟିସ୍ କରି ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖକୁ ଧାର୍ଯ୍ୟ କରାଯାଇଛି। ହେଲେ ଆସନ୍ତାକାଲି କୋଟିଆରେ ହେବାକୁ ଥିବା ଆନ୍ଧ୍ର ନିର୍ବାଚନ ଲାଗି କୌଣସି ସ୍ଥଗିତାଦେଶ ମିଳିପାରିନି । ତେବେ କୋଟିଆରେ ପଞ୍ଚାୟତ ନିର୍ବାଚନ କରି […]

SupremeCourt

SupremeCourt

Tapas Behera
  • Published: Friday, 12 February 2021
  • Updated: 12 February 2021, 07:56 PM IST

Sports

Latest News

କୋରାପୁଟ/ନୂଆଦିଲ୍ଲୀ:(ଓଡ଼ିଶା ରିପୋର୍ଟର):କୋଟିଆର ୩ ଗାଁରେ ପଞ୍ଚାୟତ ନିର୍ବାଚନ କରି ଅଦାଲତ ଅବମାନନା କରିଥିବା ଅଭିଯୋଗରେ ଓଡ଼ିଶା ପକ୍ଷରୁ ଦାଏର ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଉକ୍ତ ମାମଲାରେ ଆନ୍ଧ୍ରକୁ ନୋଟିସ୍ କରି ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖକୁ ଧାର୍ଯ୍ୟ କରାଯାଇଛି। ହେଲେ ଆସନ୍ତାକାଲି କୋଟିଆରେ ହେବାକୁ ଥିବା ଆନ୍ଧ୍ର ନିର୍ବାଚନ ଲାଗି କୌଣସି ସ୍ଥଗିତାଦେଶ ମିଳିପାରିନି । ତେବେ କୋଟିଆରେ ପଞ୍ଚାୟତ ନିର୍ବାଚନ କରି ଆନ୍ଧ୍ର ସରକାର ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିବା ନେଇ ଓଡ଼ିଶା ଯାହା ଦର୍ଶାଇଥିଲା, ତା ଉପରେ କୌଣସି ବିଶେଷ ଟିପ୍ପଣୀ ରଖିନାହାନ୍ତି କୋର୍ଟ । ଏପଟେ ଆନ୍ଧ୍ର ପ୍ରଶାସନ କୋଟିଆର ଦୁଇଟି ଗାଁରେ ନିର୍ବାଚନ ସାରିଥିବା ଏବଂ ଅନ୍ୟ ଏକ ଗାଁରେ ଆସନ୍ତାକାଲି ନିର୍ବାଚନ କରୁଥିଲେ ବି ତା ଉପରେ ରୋକ୍ ଲଗାଇ ନାହାନ୍ତି।

କୋଟିଆକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ଏପଟେ ଗଜପତି ଜିଲ୍ଲାର ସୀମାନ୍ତ ଗାଁରେ ବି ସମାନ ଢଙ୍ଗରେ ସାମ୍ନାକୁ ଆସିଛି । ଆନ୍ଧ୍ରର ଦାଦାଗିରି ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଂଚାୟତର ମାନିକପାଟଣା ସହ ଆଉ କିଛି ଗାଁକୁ ନିଜ ଅଧୀନକୁ ନେଇ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ର ପ୍ରଶାସନ । ଗାଁ ଓଡ଼ିଶାର ହେଲେ ବି ନିର୍ବାଚନ ପାଇଁ ପୋଷ୍ଟର ଲଗାଇଛି ପଡ଼ୋଶୀ ରାଜ୍ୟ।

ଆସନ୍ତାକାଲି ଏଠାରେ ନିର୍ବାଚନ ହେଉଥିବା ଜାଣି ସ୍ଥିତି ଅନୁଧ୍ୟାନ ଲାଗି ଆଜି ମାନିକପାଟଣା ଗସ୍ତ କରିଥିଲା ବିଜେପିର ପ୍ରତିନିଧି ଦଳ । ଗାଁରେ ବିଜେଟି ଟିମ୍ ପହଞ୍ଚିବା ବେଳକୁ ସେଠାରେ ଉପସ୍ଥିତ ଥିଲେ ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଓ ପୋଲିସ ଅଧିକାରୀ। ଉଭୟ ମୁହାଁମୁହିଁ ପରେ କିଛି ସମୟ ଆଲୋଚନା ବି କରିଥିଲେ । ହେଲେ ଆନ୍ଧ୍ର ଅଫିସର ସନ୍ତୋଷଜନକ ଉତ୍ତର ଦେଇନପାରି, ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story