ଓଡ଼ିଶାରେ ଆନ୍ଧ୍ର କରୁଛି ନିର୍ବାଚନ !

କୋରାପୁଟ/ଜୟପୁର(ଓଡ଼ିଶା ରିପୋର୍ଟର) ସୀମା ଡେଇଁଲା ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଚରମ ପର୍ଯ୍ୟାୟରେ ପହଞ୍ଚିଲା ପଡ଼ୋଶୀ ରାଜ୍ୟର ଦାଦାଗିରି। ବର୍ଷ ବର୍ଷ ଧରି କୋରାପୁଟ ସୀମାନ୍ତ ପଞ୍ଚାୟତ କୋଟିଆରେ ନିଜ ଆଧିପତ୍ୟ ବିସ୍ତାର କରୁଥିବା ଆନ୍ଧ୍ର ପ୍ରଶାସନ ଏବେ ପାର କରିଛି ସବୁ ସୀମା । କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ପଟୁ ସିନେରୀ ଓ ଫଗୁଣ ସିନେରୀ ଭଳି ୩ଟି ଗାଁକୁ ନିଜ ଦଖଲକୁ ନେଇଛି ଆନ୍ଧ୍ର ସରକାର । ଉଦ୍‌ବେଗର ବିଷୟ ହେଉଛି, ଏହି ଗାଁରେ ଖାଲି […]

1-5

1-5

Tapas Behera
  • Published: Wednesday, 03 February 2021
  • Updated: 03 February 2021, 07:53 PM IST

Sports

Latest News

କୋରାପୁଟ/ଜୟପୁର(ଓଡ଼ିଶା ରିପୋର୍ଟର) ସୀମା ଡେଇଁଲା ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଚରମ ପର୍ଯ୍ୟାୟରେ ପହଞ୍ଚିଲା ପଡ଼ୋଶୀ ରାଜ୍ୟର ଦାଦାଗିରି। ବର୍ଷ ବର୍ଷ ଧରି କୋରାପୁଟ ସୀମାନ୍ତ ପଞ୍ଚାୟତ କୋଟିଆରେ ନିଜ ଆଧିପତ୍ୟ ବିସ୍ତାର କରୁଥିବା ଆନ୍ଧ୍ର ପ୍ରଶାସନ ଏବେ ପାର କରିଛି ସବୁ ସୀମା । କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ପଟୁ ସିନେରୀ ଓ ଫଗୁଣ ସିନେରୀ ଭଳି ୩ଟି ଗାଁକୁ ନିଜ ଦଖଲକୁ ନେଇଛି ଆନ୍ଧ୍ର ସରକାର । ଉଦ୍‌ବେଗର ବିଷୟ ହେଉଛି, ଏହି ଗାଁରେ ଖାଲି ପ୍ରଶାସନିକ ରାଜ୍ କରୁନି ବରଂ ଆନ୍ଧ୍ରରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ବି ଆରମ୍ଭ କରିଦେଇଛି।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ନୋଟିଫିକେସନରେ କୋଟିଆ ପଞ୍ଚାୟତର ତିନି ଗାଁର ନାଁ ସାଲୁର ବ୍ଲକରେ ସାମିଲ କରାଯାଇଛି। ଏହି ୩ଟି ଗାଁକୁ ଗଞ୍ଜାଇବାଦରା, ପଟ୍ଟୁଚେନ୍ନୁରୁ ଓ ପଗୁଲୁଚେନ୍ନୁରୁ ପଞ୍ଚାୟତ ଭାବେ ନାମକରଣ କରି ଏଠି ନିର୍ବାଚନ ପ୍ରକ୍ରିୟା ଚଳାଇଛି । ଏମିତିକି ଏ ତିନି ଗାଁରେ ଭୋଟ୍ ଲାଗି ନୋମିନେସନ୍ ବି ଦାଖଲ କରିଛନ୍ତି କିଛି ଆଶାୟୀ ପ୍ରାର୍ଥୀ। ଆନ୍ଧ୍ର-ଓଡ଼ିଶା ସୀମା ବିବାଦ, ବିଶେଷକରି କୋଟିଆ କାହାର, ତାହା ଏବେ ବି ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । ହେଲେ ଏପଟେ କିନ୍ତୁ ଆନ୍ଧ୍ରର ଏ ମନମାନୀ ଓ ଦାଦାଗିରିକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ନିକଟରେ ଖବର ନାହିଁ।

କୋରାପୁଟର ସୁଦୂର ଆଦିବାସୀ ଇଲାକା କୋଟିଆରେ ପ୍ରଶାସନିକ ଦୃଷ୍ଟି ପଡୁନଥିବା ନେଇ ବାରମ୍ବାର ଅଭିଯୋଗ ପରେ ଏବେ ସେଠାରେ କିଛି ଠୋସ୍ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବାକୁ ଯାଉଥିବା ବେଳେ ତା ପୂର୍ବରୁ ତିନି ଗାଁକୁ କବଜାକୁ ନେଇ ଚ୍ୟାଲେଞ୍ଜ୍ ଦେଇଛି ଆନ୍ଧ୍ର।।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story