ସୀମାରେ ଆନ୍ଧ୍ର-ଓଡ଼ିଶା ଛକାପଞ୍ଝା: ସିଏ ପୋତିଲେ, ଇଏ ଭାଙ୍ଗି ଦେଉଛନ୍ତି

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ସୀମାରେ ବଢ଼ୁଛି ପଡ଼ୋଶୀ ରାଜ୍ୟର ଅଧିପତ୍ୟ। ବାରମ୍ୱାର ଓଡ଼ିଶାରେ ପ୍ରବେଶ କରି ନିଜର ହକ୍‌ ଜାହିର କରୁଛନ୍ତି। ଆଜି ପୁଣି ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ଦାଦାଗିରି କରିଛି। କୋଟିଆ, ନାରାୟଣପାଟଣା ପରେ ପଟ୍ଟାଙ୍ଗି ବ୍ଲକ୍‌ ସମ୍ବାଇରେ ଦେଖିବାକୁ ମିଳିଛି ଆନ୍ଧ୍ରର ଦାଦାଗିରି। ସମ୍ବାଇ ପଞ୍ଚାୟତରେ ଓଡ଼ିଶାର ଜମି ନେବାକୁ ଆନ୍ଧ୍ର ଚକ୍ରାନ୍ତ କରିଥିବା ଅଭିଯୋଗ ହୋଇଛି। ସମ୍ବାଇ ପଞ୍ଚାୟତ ସୁନାବେଡା ଗାଁ ଉପରେ ଆନ୍ଧ୍ରର ଲୁଲୁପ ନଜର ପଡ଼ିଛି। ଏହି […]

appp

appp

Manoranjan Sial
  • Published: Monday, 09 November 2020
  • Updated: 09 November 2020, 05:15 PM IST

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ସୀମାରେ ବଢ଼ୁଛି ପଡ଼ୋଶୀ ରାଜ୍ୟର ଅଧିପତ୍ୟ। ବାରମ୍ୱାର ଓଡ଼ିଶାରେ ପ୍ରବେଶ କରି ନିଜର ହକ୍‌ ଜାହିର କରୁଛନ୍ତି। ଆଜି ପୁଣି ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ଦାଦାଗିରି କରିଛି। କୋଟିଆ, ନାରାୟଣପାଟଣା ପରେ ପଟ୍ଟାଙ୍ଗି ବ୍ଲକ୍‌ ସମ୍ବାଇରେ ଦେଖିବାକୁ ମିଳିଛି ଆନ୍ଧ୍ରର ଦାଦାଗିରି।

ସମ୍ବାଇ ପଞ୍ଚାୟତରେ ଓଡ଼ିଶାର ଜମି ନେବାକୁ ଆନ୍ଧ୍ର ଚକ୍ରାନ୍ତ କରିଥିବା ଅଭିଯୋଗ ହୋଇଛି। ସମ୍ବାଇ ପଞ୍ଚାୟତ ସୁନାବେଡା ଗାଁ ଉପରେ ଆନ୍ଧ୍ରର ଲୁଲୁପ ନଜର ପଡ଼ିଛି। ଏହି ଗାଁ ଭିତରକୁ ୫୦୦ ମିଟର ପଶିଆସି ବୋର୍ଡ ମାରିବା ସହ ସୀମା ନିର୍ଦ୍ଧାରଣ କରିଛି ଆନ୍ଧ୍ର। ଓଡ଼ିଶା ଭୂମିରେ ଇଂରାଜୀ ଅକ୍ଷରରେ ଆନ୍ଧ୍ର ବିଶାଖାପାଟଣା ଜିଲ୍ଲା ଡୁମ୍ରିଗୁଡା ମଣ୍ଡଳ ପକ୍ଷରୁ ଏହି ବୋର୍ଡ଼ ମରାଯାଇଥିବା ଜଣାପଡିଛି। ଏହାକୁ ନେଇ ସୁନାବେଡାରେ ଉତ୍ତେଜନା ଦେଖାଦେବା ପରେ ସରପଞ୍ଚ ପଟ୍ଟାଙ୍ଗି ଥାନାରେ ଅଭିଯୋଗ କରିଛନ୍ତି। ଏମିତିକି ଗ୍ରାମବାସୀଙ୍କୁ ମଧ୍ୟ ଧମକ ଚମକ ଦିଆଯାଇଛି।

ସୁନାବେଡା ଗ୍ରାମବାସୀ କିଛି ଦିନ ପୂର୍ବରୁ ପଟ୍ଟାଙ୍ଗି ତହସିଲଦାରଙ୍କୁ ଲିଖତ ଅଭିଯୋଗ କରିଥିଲେ। ଗତ ୨୪ ତାରିଖରେ ଉପଜିଲ୍ଲାପାଳ ଲଳିତ କୁମାର କଅଁରଙ୍କ ସହ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଆନ୍ଧ୍ରର ନିର୍ମାଣ ଧୀନ ପାଚେରୀକୁ ଭାଙ୍ଗିଦେଇଥିଲେ। ଏହାର ଠିକ୍‌ ଏକ ସପ୍ତାହ ପରେ ପୁଣି ଆନ୍ଧ୍ର ପକ୍ଷରୁ ଏକ ସୀମାନ୍ତ ଫଳକ ଲଗାଯାଇଛି। ଗୋଟିଏ ପାର୍ଶ୍ୱରେ AP ଓ ଅନ୍ୟ ପାର୍ଶ୍ୱରେ OR ଲେଖାଯାଇଛି।

ସରପଞ୍ଚ ପିଲକ ଗୁଣ୍ଠା କହିଛନ୍ତି, ଯଦି ଉକ୍ତ ଜମିକୁ ଆନ୍ଧ୍ର ଅକ୍ତିଆର କରିଦିଏ, ତାହାହେଲେ ଓଡ଼ିଶା ଲୋକ ଜମିହରା ହେବେ। ତେଣୁ ଉଭୟ ସରକାର ଯଥାଶୀଘ୍ର ଏହାର ସମାଧାନର ବାଟ ନ କାଢ଼ିଲେ, ଆଗାମୀ ଦିନରେ ଗାଁ ଗାଁ ମଧ୍ୟରେ ଭୟଙ୍କର ବିବଦା ଦେଖାଦେବ। ଏହାକୁ ନେଇ ସମ୍ବାଇ ସରପଞ୍ଚ ପଟ୍ଟାଙ୍ଗି ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଥିବା କହିଛନ୍ତି।

ସେପଟେ ଆନ୍ଧ୍ରପ୍ରଦେଶ ଏସ୍‌ଟି ସେଲ୍‌ ସଂପାଦକ ସେଠି ଗଙ୍ଗାଧର କହିଛନ୍ତି, ଜଙ୍ଗଲଜମିକୁ ନେଇ ବିବାଦ ଦେଖାଦେଇଛି। ତେଣୁ ଉଭୟ ପକ୍ଷ ବସି ସମାଧାନର ପନ୍ଥା ବାହାର କରିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story