ଅଙ୍ଗନବାଡି ଦିଦିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ଅଙ୍ଗନବାଡି ଦିଦିଙ୍କୁ ନିସ୍ତୁକ ମାଡ଼। ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗାଁ ଲୋକେ।  ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଟାସପୁର ଅଙ୍ଗନବାଡି କର୍ମୀଙ୍କୁ ଗାଁ ଲୋକେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। କୌଣସି କାରଣକୁ ନେଇ ଗାଁ ଲୋକଙ୍କ ସହ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କର ଯୁକ୍ତିତର୍କ ହୋଇଥିଲା। ଏହା ପରେ ତାଙ୍କୁ ଗାଁ ଲୋକେ ତାଙ୍କୁ ଗୋଡ଼େଇ ଗୋଡ଼େଇ ମାଡ଼ ମାରିଥିଲେ। ପୂର୍ବରୁ ସଂପୃକ୍ତ ଅଙ୍ଗନବାଡି କର୍ମୀଙ୍କ ନାଁରେ ଅର୍ଥ ହେରଫେର ନେଇ ମଧ୍ୟ […]

anganabadi

Rakesh Mallick
  • Published: Wednesday, 11 April 2018
  • , Updated: 11 April 2018, 03:51 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ଅଙ୍ଗନବାଡି ଦିଦିଙ୍କୁ ନିସ୍ତୁକ ମାଡ଼। ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗାଁ ଲୋକେ।  ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଟାସପୁର ଅଙ୍ଗନବାଡି କର୍ମୀଙ୍କୁ ଗାଁ ଲୋକେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। କୌଣସି କାରଣକୁ ନେଇ ଗାଁ ଲୋକଙ୍କ ସହ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କର ଯୁକ୍ତିତର୍କ ହୋଇଥିଲା। ଏହା ପରେ ତାଙ୍କୁ ଗାଁ ଲୋକେ ତାଙ୍କୁ ଗୋଡ଼େଇ ଗୋଡ଼େଇ ମାଡ଼ ମାରିଥିଲେ। ପୂର୍ବରୁ ସଂପୃକ୍ତ ଅଙ୍ଗନବାଡି କର୍ମୀଙ୍କ ନାଁରେ ଅର୍ଥ ହେରଫେର ନେଇ ମଧ୍ୟ ଗାଁ ଲୋକ ଅଭିଯୋଗ ଆଣିଥିଲେ। ଖବର ପାଇ ଖନ୍ତାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 

Related story