ରାସ୍ତାରୁ ଉଠାଇ ନେଇ ଅଙ୍ଗନବାଡି ଦିଦିଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅଞ୍ଚଳରେ ଜଣେ ଅଙ୍ଗନବାଡି ଦିଦିଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଅଙ୍ଗନବାଡି ଦିଦି ଜଣଙ୍କ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟା ବେଳେ ଯୋରନ୍ଦାରେ ଏକ ମିଟିଂ ସାରି ତାଙ୍କ ଭାଇଙ୍କ ସହ ଗାଁକୁ ଫେରୁଥିଲେ। ଏହି ସମୟରେ ୩ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ସେମାନେ ତାଙ୍କ ଭାଇଙ୍କୁ ମାଡ଼ ମାରି ଥିଲେ ଓ ତାଙ୍କୁ ଉଠାଇ ନେଇଥିଲେ। ପରେ ସେମାନେ ତାଙ୍କୁ ଦୁଷ୍କର୍ମ କରି ରାସ୍ତାରେ ଫୋପାଡ଼ି ଦେଇ ପଳାଇ ଯାଇଥିଲେ।

ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ପୁଲିସ୍‌ ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ଘଟଣାର ତଦନ୍ତ ଚାଲିଛି।

ଆହୁରି ପଢ଼ନ୍ତୁ

ବିଏମ୍‌ସି ପକ୍ଷରୁ ଏତଲା ଦିଆଯିବା ପରେ କ୍ୟାପିଟାଲ ଥାନାରେ ହାଜର ହେଲେ ଓଟିଭି କର୍ତ୍ତୃପକ୍ଷ

ରାଜ୍ୟରେ ଚିହ୍ନଟ ହେଲେ ୧୬୪୩ ପଜିଟିଭ: ଖୋର୍ଦ୍ଧା ଓ ଗଞ୍ଜାମରେ ସଂଖ୍ୟା ସମାନ

ମୋଦି ସରକାରରେ ଓଡ଼ିଆ, ନବୀନ ସରକାରରେ ଅଣଓଡ଼ିଆଙ୍କୁ ଗୁରୁତ୍ୱ

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୯ ମୃତ, ମୃତକଙ୍କ ମଧ୍ୟରେ ୨ ପାଇଲଟ୍‌

୩୦ ଫୁଟ ତଳକୁ ଖସି ଦୁଇ ଖଣ୍ଡ ହେଲା ଏୟାର ଇଣ୍ଡିଆ ବିମାନ

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣା

କରୋନା ପରେ ଅଜଣା ରୋଗ ନେଉଛି ଜୀବନ, ୩ ଦିନରେ ଗଡ଼ିଲାଣି ୪ ମୁଣ୍ଡ

ରେକର୍ଡ ଭାଙ୍ଗିଲା ଆକ୍ରାନ୍ତଙ୍କ ସଂଖ୍ୟା, ରାଜ୍ୟରେ ଦିନକରେ ୧୮୩୩ ପଜିଟିଭ ଚିହ୍ନଟ

ଡାକ୍ତରଙ୍କ ଆକାଉଣ୍ଟରେ କଳାକନା ବୁଲାଇଦେଲେ ସୁନ୍ଦରୀ ଯୁବତୀ

ଦେଶର ନୂଆ CAG ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ

ଏ ସବୁ ସ୍ଥାନ ଡେଞ୍ଜର ଜୋନ୍‌

ଗୋଟିଏ ଗଲା, ଆଉ ଗୋଟିଏ ଆସୁଛି