ଦାବି ପୂରଣ ପାଇଁ ଅହୋରାତ୍ର ଧାରଣାରେ ବସିଛନ୍ତି ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର: ଚାରିଆଡ଼େ ପାର୍ବଣର ମହକ। ଚାଲିଛି ଜଗଦ୍ ଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା। ହେଲେ ଅଙ୍ଗନବାଡି କର୍ମୀମାନେ ନିଜ ଦାବି ପୂରଣ ପାଇଁ ବସିଛନ୍ତି ଅହୋରାତ୍ର ଧାରଣାରେ। ମାସିକ ୧୮ ହଜାର ଦରମା, ଅବସରକାଳୀନ ସୁବିଧା, ଚାକିରି କାଳରେ ମୃତ୍ୟୁ ଘଟିଲେ ଉପଯୁକ୍ତ କ୍ଷତିପୂରଣ ଓ ସମସ୍ତ ସରକାରୀ ସହାୟତା ପ୍ରଦାନ ଭଳି ବିଭିନ୍ନ ଦାବି କରିଛି ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ଓ୍ୱାର୍କର୍ସ ଆସୋସିଏସନ୍‌।

ଗତ ୧୨ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବା ପରେ ୧୪ ତାରିଖରୁ ଲୋୟର ପିଏମଜିରେ ଅହୋରାତ୍ର ଧାରଣାରେ ବସିଛନ୍ତି ଶହ ଶହ କର୍ମୀ। ଗତ ମେ’ ମାସରେ ସରକାରଙ୍କ ସହିତ ଆଲୋଚନା ପରେ ସରକାର ୨ ମାସ ସମୟ ନେଇଥିଲେ।  କିନ୍ତୁ ୩ ମାସ ବିତିଯାଇଥିଲେ ମଧ୍ୟ ଦାବି ପୂରଣ ନ ହେବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛି ସଂଘ।  ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ଜିଲ୍ଲାର ଅଙ୍ଗନବାଡ଼ି କର୍ମୀମାନେ ଧାରଣା ଦେଉଛନ୍ତି।

ଆହୁରି ପଢ଼ନ୍ତୁ

ସୁସ୍ଥ ଅଛନ୍ତି ବିଜୟ ମହାନ୍ତି, ଗୁଜବକାରୀ କ୍ଷମା ମାଗନ୍ତୁ କହିଲେ ସବ୍ୟସାଚୀ

ଓଡ଼ିଶାରେ ‘କରୋନା’ ଭ୍ୟାକ୍‌ସିନ୍‌ର ମାନବ ପରୀକ୍ଷଣ କେମିତି ହେବ? ପଢ଼ନ୍ତୁ ପୂରା ରିପୋର୍ଟ

କ୍ୱାରେଣ୍ଟାଇନ୍‌ରେ ରହିଲେ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ

ଚାଲିଗଲେ ବିଜେଡିର ବରିଷ୍ଠ ନେତା ବିଧାୟକ ବିଷ୍ଣୁ ଦାସ

କୋଭିଡ୍ ଯୁଦ୍ଧ ଜିତିବାକୁ ମୁଖ୍ୟମନ୍ତ୍ରୀ ଦେଲେ ୩ଟି ମନ୍ତ୍ର

ଯୁଦ୍ଧ ଲଢୁ ଲଢୁ ହାରିଗଲେ ସେ, ଆଉ ସରକାର…

ବିଜେପି ବିଧାୟକଙ୍କୁ ‘କରୋନା’

କଟକରେ ସ୍ଥିତି ଭୟଙ୍କର, ନିଆଯିବ ଏହି ସବୁ ପଦକ୍ଷେପ

କଟକ-ଭୁବନେଶ୍ୱରରେ ବଦଳିବ ଡ୍ରାଇଭିଂ ତରିକା, କେନ୍ଦ୍ରକୁ ପ୍ରସ୍ତାବ ଦେଲେ ଟ୍ରାଫିକ ଡିସିପି

ବିଏମସିର ‘ଗ୍ୟାଲେରିଆ’ ପ୍ରୀତି: ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି, ରାଜନୀତି ଆରମ୍ଭ କଲା ବିଜେଡି

ଓଏଏସ ଅଧିକାରୀଙ୍କୁ ପ୍ରେମ ରୋଗ, ପଠାଉଥିଲେ ଅଶ୍ଲୀଳ ଭିଡିଓ

ଆଶାକର୍ମୀଙ୍କ ପାଇଁ ମୋବାଇଲ କିଣାରେ ହୋଇଛି ବ୍ୟାପକ ଦୁର୍ନୀତି: କଂଗ୍ରେସ