ଇଭିଏମ୍‌ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ!

ପୁରୀ (ମଧୁସୂଦନ ମିଶ୍ର): ଗୋଟିଏ ଦଳକୁ ଭୋଟ୍‌ ଦେଲେ ତାହା ଅନ୍ୟ ଦଳକୁ ଯାଉଛି! ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ। ଏହାକୁ ନେଇ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଇଭିଏମ୍‌ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ବ୍ରହ୍ମଗିରି କମା ଶାସନର ୨୨୨ ନମ୍ବର ବୁଥ୍‌ରେ ଗୋଟିଏ ଦଳକୁ ଭୋଟ ଦେଲେ ତାହା ଅନ୍ୟ ଦଳକୁ ଯାଉଥିଲା! ଏ ସମ୍ପର୍କରେ କେତେକ ଭୋଟର ପ୍ରିଜାଇଡିଂ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର ଏହାକୁ […]

voting-in-pipili

voting-in-pipili

Manoranjan Sial
  • Published: Tuesday, 23 April 2019
  • Updated: 23 April 2019, 06:30 PM IST

ପୁରୀ (ମଧୁସୂଦନ ମିଶ୍ର): ଗୋଟିଏ ଦଳକୁ ଭୋଟ୍‌ ଦେଲେ ତାହା ଅନ୍ୟ ଦଳକୁ ଯାଉଛି! ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ। ଏହାକୁ ନେଇ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଇଭିଏମ୍‌ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି।

ବ୍ରହ୍ମଗିରି କମା ଶାସନର ୨୨୨ ନମ୍ବର ବୁଥ୍‌ରେ ଗୋଟିଏ ଦଳକୁ ଭୋଟ ଦେଲେ ତାହା ଅନ୍ୟ ଦଳକୁ ଯାଉଥିଲା! ଏ ସମ୍ପର୍କରେ କେତେକ ଭୋଟର ପ୍ରିଜାଇଡିଂ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର ଏହାକୁ ପ୍ରିଜାଇଡିଂ ଅଧିକାରୀ ଗୁରୁତ୍ୱର ସହ ନେଇ ନଥିଲେ। ଯାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସ୍ଥାନୀୟ ଲୋକେ ଇଭିଏମ୍ ମେଶିନ୍‌ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ବୁଥ୍‌ରେ ବର୍ତ୍ତମାନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପୂର୍ବରୁ କଟକ ଜିଲ୍ଲା ବଡ଼ମ୍ୱା ନିର୍ବାଚନମଣ୍ଡଳୀର ଝାଜିଆ ୟୁଜିଏମ୍‌ଇ ସ୍କୁଲର ବୁଥ୍‌ ନଂ ୧୯୬ରେ ଗୋଟିଏ ଦଳକୁ ଭୋଟ୍‌ ଦେଲେ ଅନ୍ୟ ଦଳକୁ ଯାଉଥିବା ନେଇ ଅଭିଯୋଗ ଆସିଥିଲା। ତେବେ ଯାଞ୍ଚ ବେଳେ EVM ଓ VVPATରେ ତ୍ରୁଟି ଥିବା ଜଣାପଡ଼ିବା ପରେ ସେଠାରେ ବର୍ତ୍ତମାନ ମତଦାନ ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story