ଜେଏସ୍‌ପିଏଲ୍ ଷ୍ଟିଲ୍ ପ୍ଲାଣ୍ଟରେ ନିଆଁ; କାରଣ ଅସ୍ପଷ୍ଟ

ଅନୁଗୋଳ: ଅନୁଗୋଳ ଜେଏସପିଏଲ୍ ଷ୍ଟିଲ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ। ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏସ୍ଏମ୍‌ଏସ୍ କୁଲିଂ ଟାଓ୍ୱାରରେ ନିଆଁ ଲାଗି ଯାଇଥିଲା। ତେବେ କେହି ମୃତାହତ ହୋଇନାହାନ୍ତି। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟରୁ ହୋଇଥିବା ଅନୁମାନ କରାଯାଉଛି। ଜେଏସ୍‌ପିଏଲ୍‌ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଘଟିଥିବା କ୍ଷୟକ୍ଷତିର ଆକଳନ କରାଯାଇନାହିଁ।

jspl fire

Rakesh Mallick
  • Published: Monday, 29 May 2017
  • , Updated: 29 May 2017, 04:10 PM IST

Related story