ଅନୁଗୁଳ ବିଷାକ୍ତ ମଦ ମୃତ୍ୟୁ ଘଟଣା: ଆଉ ଜଣେ ଆଖି ବୁଜିଲେ

ଅନୁଗୋଳ (ଓଡ଼ିଶା ରିପୋର୍ଟର): ଅନୁଗୁଳ ଜିଲ୍ଲା ପଥରଗଡ଼ ଗାଁରେ ବିଷାକ୍ତ ମଦ୍ୟପାନ ଘଟଣାରେ ଆଜି ଆଉଜଣେ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୃତ୍ଯୁ ସଂଖ୍ୟା ଏବେ ୪ରେ ପହଞ୍ଚିଛି। ଆଜି ପ୍ରମୋଦ ସାହୁ ନାମକ ଆଉ ଜଣେ ବ୍ୟକ୍ତିଙ୍କର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏବେ ବି ୪ଜଣ ଗୁରୁତର ଅଛନ୍ତି। ବିଷାକ୍ତ ମଦ ପିଇ ଗତ ରବିବାର ଅନୀଲ ପ୍ରଧାନ ଓ ଟୁକୁନା ପ୍ରଧାନ ନାମକ ଦୁଇ ଜଣ ଶ୍ରମିକଙ୍କର ପ୍ରଥମେ ମୃତ୍ୟୁଘଟିଥିଲା। ଗତକାଲି […]

death

death

Ranjit Kumar Jena
  • Published: Tuesday, 27 October 2020
  • Updated: 27 October 2020, 07:20 PM IST

Sports

Latest News

ଅନୁଗୋଳ (ଓଡ଼ିଶା ରିପୋର୍ଟର): ଅନୁଗୁଳ ଜିଲ୍ଲା ପଥରଗଡ଼ ଗାଁରେ ବିଷାକ୍ତ ମଦ୍ୟପାନ ଘଟଣାରେ ଆଜି ଆଉଜଣେ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୃତ୍ଯୁ ସଂଖ୍ୟା ଏବେ ୪ରେ ପହଞ୍ଚିଛି। ଆଜି ପ୍ରମୋଦ ସାହୁ ନାମକ ଆଉ ଜଣେ ବ୍ୟକ୍ତିଙ୍କର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏବେ ବି ୪ଜଣ ଗୁରୁତର ଅଛନ୍ତି।

ବିଷାକ୍ତ ମଦ ପିଇ ଗତ ରବିବାର ଅନୀଲ ପ୍ରଧାନ ଓ ଟୁକୁନା ପ୍ରଧାନ ନାମକ ଦୁଇ ଜଣ ଶ୍ରମିକଙ୍କର ପ୍ରଥମେ ମୃତ୍ୟୁଘଟିଥିଲା। ଗତକାଲି ଶଶିକାନ୍ତ ଦେହୁରୀ ଓ ଆଜି ପ୍ରମୋଦ ସାହୁଙ୍କର ପ୍ରାଣହାନୀ ହୋଇଛି। ମୃତକ ଓ ଗୁରୁତର ସମସ୍ତେ ଶ୍ରମିକ ଶ୍ରେଣୀର ଅଟନ୍ତି। ସେମାନେ ଏକ କୋଠା ଘର ନିର୍ମାଣ କାମରେ ନିୟୋଜିତ ଥିଲେ। ସେମାନଙ୍କୁ କାମରେ ଲଗାଇଥିବା ଠିକାଦାର ବିଷାକ୍ତ ମଦ ପିଇବାକୁ ଦେଇଥିବା ଅଭିଯୋଗ ହୋଇଛି।

ଅବକାରୀ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ଇଣ୍ଡଷ୍ଟ୍ରିଆଲ୍ ସ୍ପିରିଟ୍ ଜବତ ହୋଇଥିବା ଜିଲ୍ଲା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି। ଏସପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଘଟଣାର ଛାନଭିନ୍ ଚଳାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆଗେଇବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story