ମହାମାରୀ କରୋନାରୁ ୧୧୯୮ ଆରୋଗ୍ୟ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୧୧୯୮ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ୯୭୭୧୯୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। ମହାମାରୀ କରୋନାରୁ ଆଜି ଖୋର୍ଦ୍ଧା ସର୍ବାଧିକ ୪୫୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୭୧, ଯାଜପୁରରୁ ୬୩, ଜଗତସିଂହପୁରରୁ  ୫୯, ପୁରୀରୁ ୫୬, ଅନୁଗୋଳରୁ ୫୧, ବାଲେଶ୍ୱରରୁ ୪୧, ଭଦ୍ରକରୁ ୪୦, ମୟୂରଭଞ୍ଜରୁ ୩୨, କେନ୍ଦ୍ରାପଡ଼ାରୁ ୨୭, ଢେଙ୍କାନାଳରୁ ୧୬, […]

Corona1

Corona1

Manoranjan Sial
  • Published: Saturday, 14 August 2021
  • Updated: 14 August 2021, 09:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୧୧୯୮ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ୯୭୭୧୯୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

ମହାମାରୀ କରୋନାରୁ ଆଜି ଖୋର୍ଦ୍ଧା ସର୍ବାଧିକ ୪୫୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୭୧, ଯାଜପୁରରୁ ୬୩, ଜଗତସିଂହପୁରରୁ  ୫୯, ପୁରୀରୁ ୫୬, ଅନୁଗୋଳରୁ ୫୧, ବାଲେଶ୍ୱରରୁ ୪୧, ଭଦ୍ରକରୁ ୪୦, ମୟୂରଭଞ୍ଜରୁ ୩୨, କେନ୍ଦ୍ରାପଡ଼ାରୁ ୨୭, ଢେଙ୍କାନାଳରୁ ୧୬, କେନ୍ଦୁଝରରୁ ୧୪, ସୁନ୍ଦରଗଡ଼ରୁ ୧୩, ରାୟଗଡ଼ାରୁ ୧୩, ବୌଦ୍ଧରୁ ୫,  ଗଞ୍ଜାମରୁ ୫, ଝାରସୁଗୁଡ଼ାରୁ ୫, କୋରାପୁଟରୁ ୫, ମାଲକାନଗିରିରୁ ୫, ସମ୍ୱଲପୁରରୁ ୫, କଳାହାଣ୍ଡିରୁ ୩, କନ୍ଧମାଳରୁ ୩, ସୋନପୁରରୁ ୩, ନୂଆପଡ଼ାରୁ ୨, ଦେବଗଡ଼ରୁ ଜଣେ ଓ ଷ୍ଟେଟ୍‌ ପୁଲରୁ ୧୦୫ ଜଣ ସୁସ୍ଥ ହୋଇଛନ୍ତି।

https://twitter.com/HFWOdisha/status/1426565401777905666?s=20

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧,୧୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୫୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ। ବାକି ୪୭୫ଟି ହେଉଛି ଲୋକାଲ୍ କେସ୍‌।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୦ ଜଣ ଥିବା ବେଳେ କଟକରୁ ୧୯୭, ଅନୁଗୋଳରୁ ୨୫, ବାଲେଶ୍ୱରରୁ ୭୦, ବରଗଡ଼ରୁ ୧୦, ଭଦ୍ରକରୁ ୧୪, ବଲାଙ୍ଗିରରୁ ୭, ବୌଦ୍ଧରୁ ୪, ଦେବଗଡ଼ରୁ ୪, ଢେଙ୍କାନାଳରୁ ୧୧, ଗଜପତିରୁ ୬, ଗଞ୍ଜାମରୁ ୨, ଜଗତସିଂହପୁରରୁ ୪୨, ଯାଜପୁରରୁ ୨୯, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୭, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୨୭, କେନ୍ଦୁଝରରୁ ୧୫, କୋରାପୁଟରୁ ୩, ମାଲକାନଗିରିରୁ ୧୦, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୩୧, ପୁରୀରୁ ୨୨, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୫, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୨୩ ଓ ଷ୍ଟେଟ୍‌ ପୁଲ୍‌ରୁ ୯୪ ଜଣ ଅଛନ୍ତି। ନୂଆପଡ଼ା ଜିଲ୍ଲାରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story